ଭଦ୍ରକ ବ୍ଲକ ରାହାଞ୍ଜ ପଞ୍ଚାୟତ ବଡ଼ ଅସୁରା ଠାରେ ବଡ ଆଡମ୍ବରେ ରଜ ପର୍ବ ଆନନ୍ଦ ସହକାରେ ପାଳିତ....
ଦୁଃଖ ସମୟରେ ସମସ୍ତଙ୍କ ପାଖରେ ବନ୍ଧୁ ଭଳି ପହଞ୍ଚିଯାଏ ସହିଦ ଭଗତ ସେନା ପରିବାର....
ଘରପୋଡିକୁ ନେଇ ତୁମୁଳକାଣ୍ଡ... ୩ ବିଜେଡି କର୍ମୀଙ୍କୁ ଧରିଲା ପୋଲିସ....
ଶିବ ବିବାହ ପାଇଁ ଚଳ ଚଞ୍ଚଳ ଆରଡ଼ି ପୀଠ... ଆଜି ମଙ୍ଗନ, କାଲି ବାହାଘର...
ଲକ୍ଷ୍ୟଧିକ ଟଙ୍କା ର ପିତଳ ଏସି ପାଇପ୍ କାଟି ଲୁଟିନେଲେ ଲୁଟେରା
ଲକ୍ଷ୍ୟଧିକ ଟଙ୍କା ର ପିତଳ ଏସି ପାଇପ୍ କାଟି ଲୁଟିନେଲେ ଲୁଟେରା
ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ରେ ଲାଗିଲା ନିଆଁ
ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ରେ ଲାଗିଲା ନିଆଁ
ରୋଗୀ ନେଇ ଯାଉଥିବା 108 ଆମ୍ବୁଲାନ୍ସ ରେ ଲାଗିଲା ନିଆଁ
ନିର୍ବାଚନ ପରବର୍ତ୍ତୀ ହିଂସା...
କଂଗ୍ରେସ କର୍ମୀଙ୍କୁ ହତ୍ୟା...
ଭଦ୍ରକ ବ୍ଲକ ରାହାଞ୍ଜ ପଞ୍ଚାୟତ ବଡ଼ ଅସୁରା ଗ୍ରାମରେ ସାବିତ୍ରୀ ଓଷା ବହୁ ଆଡ଼ମ୍ବରରେ ପାଳନ...
କିନ୍ନର ପାଳିଲେ ସାବିତ୍ରୀ ବ୍ରତ ! ଭଦ୍ରକ ନବ ଜୀବନ କିନ୍ନର ସଙ୍ଘ ତରଫରୁ ସାବିତ୍ରୀ ବ୍ରତ ପାଳନ....
ଭଞ୍ଜନଗରରେ ଫାଟିଲା ଶଙ୍ଖ-ଫୁଟିଲା ଫୁଲ...
ଚୋରକୁ ସୁବିଧା ଅନ୍ଧାର ରାତି...
କିଛି ଦିନର ବ୍ୟବଧାନ ପରେ ପୁଣି ମାତିଲେ ଲୁଟେରା....
ଅନ୍ଧାରରେ ଘର ତାଲା ଭାଙ୍ଗି ଲୁଟିନେଲେ...
ଭଦ୍ରକ ରାହଞ୍ଜ ପଞ୍ଚାୟତ ୪୧ ଏବଂ ୪୨ ନମ୍ୱର ବୁଥ୍ ରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ..
ବରୀରେ ବୁଥ ରିଗିଂ ଅଭିଯୋଗ! ଦୁଇ ଗୋଷ୍ଠି ମୁହାଁ ମୁହିଁ। ଭୋଟ ଦେଉଥିବା ସମୟରେ ବିଜେପି ଭୋଟରଙ୍କ ଉପରେ ଆକ୍ରମଣ।
ବରୀରେ ରିଗିଂ ଅଭିଯୋଗ କୁ ନେଇ ଦୁଇ ଗୋଷ୍ଠି ମୁହାଁ ମୁହିଁ। ଭୋଟ ଦେଉଥିବା ସମୟରେ ବିଜେପି ଭୋଟରଙ୍କ ଉପରେ ଆକ୍ରମଣ।
ବରୀ ବ୍ଲକ ସାହୁପଡା ପଞ୍ଚାୟତ ୧୦୬ ନଂ ବୁଥରେ ଘଟିଛି ଏଭଳି ଘଟଣା !
#2024election #bjpvsbjd #bjd #bjp #electionfight #bari #jajpur #2024election #bjpvsbjd #bjd #bjp #electionfight #bari #jajpur
ଭୋଟ ଦେଲେ ବରୀ ବିଧାୟିକା ସୁନନ୍ଦା ଦାସ।
ଭୋଟ ଦେଲେ ବରୀ ବିଧାୟିକା ସୁନନ୍ଦା ଦାସ.. ଯାଜପୁର ଜିଲ୍ଲା ବରୀ ବ୍ଲକ ଅଙ୍ଗାଳ ପଞ୍ଚାୟତ ଢିଅବାରିଙ୍ଗି ବୁଥରେ ନିଜର ମତଦାନ କରିଛନ୍ତି.. ପୂର୍ବରୁ ସେ ବିଜୁ ଜନତା ଦଳ ତରଫରୁ ବିଧାୟିକା ପ୍ରାର୍ଥୀ ଥିବା ବେଳେ, କିନ୍ତୁ ଏଥର 2024 ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ସୁଯୋଗ ଦେଇ ନଥିଲା.. ତେବେ ବିଧାୟିକା ନିଜର ବହୁ ମୂଲ୍ୟ ମତ ଦେଇଥିବା ବେଳେ ସମସ୍ତ ଜନସାଧାରଣ ଏହି ନିର୍ବାଚନ ମହାପର୍ବରେ ଯୋଗ ଦେଇ ନିଜର ବହୁ ମୂଲ୍ୟ ମତ ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଥିଲେ..
ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଏବଂ ରୋଜଗାର ର ରାଜନୀତିକୁ ସଫଳ କରିବା ପାଇଁ ଆପ୍ ପ୍ରାର୍ଥୀ ଶ୍ରୀ ଦେବାଶିଷ ପାଣିଗ୍ରାହୀ ଙ୍କୁ ଝାଡୁ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ...
B j P ଛାଡି B j D ଯୋଗ ଦେଲେ ଡକ୍ଟର ପ୍ରଦୀପ ନାୟକ...
ଭଦ୍ରକ ବ୍ଲକ ବଣିଆଁ ପଞ୍ଚାୟତରେ ବିଜୁଜନତା ଦଳ ତରଫରୁ ଜୋରଦାର ଭାବରେ ଘରେ ଘରେ ପ୍ରଚାର କାର୍ଯ୍ୟକ୍ରମ ଜାରି ରହିଛି....
ଧାମନଗର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସଙ୍କୁ ନେଇ ଧାମନଗର ରାଜନୀତି ସରଗରମ....