K News Odia

K News Odia Subscribe My Channel

04/04/2024

Niali : ସିଠାଳ ଏକବେରୁଆଁ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପ୍ରଥମ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

04/04/2024

Niali : ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ସାଧାରଣ ସଭା ଅନୁଷ୍ଠିତ

01/04/2024

Niali : ଉଲେଖନୀୟ ସେବା ଓ ସମ୍ମାନ ରେ ସନ୍ନମାନିତ ହେଲେ ନିଆଳି ଥାନା ଅଧିକାରୀ

01/04/2024

ଐତିହାସିକ ଦିପୋଟି ମେଳଣ ରେ ଜି ଏସ ଏସ ତରଫରୁ ଜଳଛତ୍ର

01/04/2024

Niali : ବିଜୁ ଜନତାଦଳ ର କର୍ମୀ ସମ୍ମିଳନୀ ସଦା ବାବାଜୀ ତୋଟା ରେ ଅନୁଷ୍ଠିତ ହୋଇଯାଇଛି

30/03/2024

Niali : କସର୍ଦା ର 128 ତମ ଐତିହାସିକ ଦୋପଟି ମେଳଣ ଅନୁଷ୍ଠିତ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ‎

29/03/2024

Niali : ଶେଷ ହେଲା ତିହୁଡି କ୍ରିକେଟ ଟୁର୍ନାମେଣ୍ଟ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ

28/03/2024

Niali : ନିଆଳୀ ମାଟିର ଯୋଦ୍ଧା ଡ଼ଃ ପ୍ରମୋଦ କୁମାର ମଲ୍ଲିକ ପୁଣି ବିଜେଡି ରୁ ଚତୁର୍ଥ ଥର ପାଇଁ ଲଢ଼ିବେ

22/03/2024
21/03/2024

Viral Video : ଯଂଜ୍ଞ ଚାଲିଥିବା ସମୟରେ ଉଡ଼ିଗଲା ଛପର

20/03/2024

Niali : ଶଗଡ଼ାଇଲୋ ପଞ୍ଚାୟତର ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା

16/03/2024

FullNakhara : ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଋଣବଣ୍ଟନ ମହିଳା ମାନଙ୍କୁ ସ୍କଟି ଓ ନୂତନ କାର୍ଯ୍ୟାଳୟ ଉଦଘାଟିତ

16/03/2024

Niali : ଅଁଳ ପଞ୍ଚାୟତ ନୂଆ ବାବଜା ଗ୍ରାମରେ ନୂତନ ରାସ୍ତାର ଶିଳାନ୍ୟାସ କଲେ ମାନ୍ୟବର ନିଆଳୀ ବିଧାୟକ

15/03/2024

Niali : ସାମ୍ବାଦିକ ଙ୍କ ପାଇଁ ସରକାର ଙ୍କ କାହିଁ ଏତେ କପଟ

14/03/2024

Kantapada : ନିଆଳୀ କଂଗ୍ରେସ ର ପରିବର୍ତନ ସମାବେଶ ଅଡଶପୁର ଜୟଦେବ ସାଧନା ପୀଠ ରେ ଅନୁଷ୍ଠିତ

11/03/2024

Puri : ଆଜିର ଭାରତ ରେ ଗଣତନ୍ତ୍ର ର ଉଥାନ୍ନ କିପରି

09/03/2024

Kantapada : ଆସିଗଲା ଆପଣଙ୍କ ଅଞ୍ଚଳ କୁ ଏବଂ ଆପଣଙ୍କ ହାତ ପାହାନ୍ତିଆକୁ ଓମଫେଡ ପାର୍ଲର

07/03/2024

Niali : ବିଧାୟକ ଙ୍କ ମାରାଥନ କାର୍ଯ୍ୟକ୍ରମ ଶିଳାନ୍ୟାସ କର୍ମୀ ସମ୍ମିଳନୀ ବିଏସକେ୍ୱାଇ କାର୍ଡ ବଣ୍ଟନ

06/03/2024

Niali : ପ୍ରଧାନ ମନ୍ତ୍ରୀ ବି କହିଲେ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

05/03/2024

Niali : କସର୍ଦା ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ 108ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ

05/03/2024

Niali : ଏକବେରୁଆଁ ପଞ୍ଚାୟତ କାର୍ଯ୍ୟାଳୟ ରୁ ଚୋରି କୟଦ ହେଲା CCTV ରେ

05/03/2024

Niali : ପହଙ୍ଗା ବାବା ବାଲୁଙ୍କେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ବିରାଟ କଳସ ଯାତ୍ରା

04/03/2024

Niali : ବିଜେଡି ରୁ ଆଶାୟୀ ପାର୍ଥୀ ଭାବେ ତୃପ୍ତି ରଞ୍ଜନ ବେହେରା ଙ୍କ ଶକ୍ତି ପଦର୍ଶନ

02/03/2024

Kantapada : ତଣ୍ଡୀକଣା ରୁ ଏରଞ୍ଚ ଭୟା ପୋହଳ ରାସ୍ତା ଟି ଅତି ନିମ୍ନମାନର ହେଉଛି ଏବଂ ବେବହାର ହେଉଥିବା ଗୋଡି ରେ ମାଟି ମିଶା ଥିବାରୁ ସାଧାରଣ ଲୋକେ କାମ ବନ୍ଦ କରିଥିଲେ

02/03/2024

Niali : ଦ୍ୱିତୀୟ ପର୍ଯ୍ୟାୟ ରେ ନିଆଳୀ ବ୍ଲକ ଶଢାଂଶ ପଞ୍ଚାୟତ ରେ ଆମ ବ୍ୟାଙ୍କ ର ଶୁଭ ଉଦଘାଟନ

01/03/2024

Niali : ABS ଅକ୍ସଫର୍ଡ ଇଣ୍ଟରନେସନାଲ ସ୍କୁଲ କୁ +2 ର ମାନ୍ୟତା ମିଳିଲା ପରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ପାଲଟିଛି

29/02/2024

ନିଆଳୀ ଥାନା ଅନ୍ତର୍ଗତ ଏରଞ୍ଚ ପଞ୍ଚାୟତ ମାଗୁରା କୁଦ ଗ୍ରାମ ରେ ଯୁବକଙ୍କୁ ଅତି ନିର୍ମମ ଭାବେ ଫାର୍ସl ରେ ହାଣିଲେ ଦୁର୍ବୁତ୍ତ
ଆହତ ଯୁବକଙ୍କୁ ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଯୋଗେ ଅଡଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ l ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି l ଆହତ ଯୁବକ ଙ୍କ ନାମ ବ୍ରଜ କିଶୋର ସାହୁ ବୟସ 33 ତାଙ୍କ ଘର ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ଗ୍ରାମରେ ସେ ଅଡଶପୁର କଲେଜ ରାସ୍ତା କଡରେ ଏକ କବାଡିଆ ଦୋକାନ ଦୀର୍ଘ ଦିନ ହେଲା କରିଛନ୍ତି l ଘଟଣା ରୁ ଯାହା ଜଣାପଡିଛି ସେ କିଛି ପ୍ଲାଷ୍ଟିକ ଜିନିଷ ନେବାପାଇଁ ତାଙ୍କୁ ଫୋନ ମାଧ୍ୟମରେ ଦୁର୍ବତ୍ତ ଡାକିଥିଲେ ଏବଂ ଜିନିଷ ନ ଦେଇ ଓଲଟି ଟଙ୍କା ମାଗିବାରୁ ଏଭଳି ଘଟଣା ଘଟିଛି l ପରିବାର ଲୋକେ ଏହି ଘଟଣା କୁ ନେଇ ନିଆଳୀ ଥାନାରେ ଅଭିଯୋଗ କରିଛନ୍ତି l
#

29/02/2024

Niali : ନିଆଳୀ ମୋହସ୍ତବ ରେ ନିଆଳୀ ପ୍ରେସ କ୍ଲବ ର ସମ୍ପାଦକ ଅକ୍ଷୟ ସେନାପତି ଙ୍କୁ ସମ୍ବର୍ଦ୍ଧନା
#

29/02/2024

Niali : ନିଆଳି ମହୋତ୍ସବ ର ଶେଷ ସନ୍ଧ୍ୟା ରେ ଦର୍ଶକ ଙ୍କୁ ହସାଇ ହସାଇ ବେଦମ କଲେ ହାସ୍ୟ ଅଭିନେତା ନନସେସ ମଣି

28/02/2024

Kantapada : ଅଡଶପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଚାକଚକ ହେଲା ସତ ହେଲେ ଡାକ୍ତର ଙ୍କ ଅଭାବ ପୂର୍ଣ୍ଣ ହେବ କେବେ

Address

Cuttack
754011

Alerts

Be the first to know and let us send you an email when K News Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to K News Odia:

Videos

Share


Other Media/News Companies in Cuttack

Show All