Ekadal news G 99 Biswanath Jena

Ekadal news G 99 Biswanath Jena Reporter at media house

ଶୁଭ ରାତ୍ରି
19/05/2022

ଶୁଭ ରାତ୍ରି

09/04/2022
ଆସନ୍ତା ୦୮.୦୪.୨୦୨୨ ରିଖ ଶୁକ୍ରବାର ଦିନ ଆମ ଏକଡାଳ ଗ୍ରାମରେ ମା କାଳିକା ଠାକୁରାଣୀଙ୍କର ସପ୍ତଦଣ୍ଡ ମିଳନ ମହୋତ୍ସବ ଅନୁଷ୍ଠିତ ହେବ । ଏହି ପରିପ...
02/04/2022

ଆସନ୍ତା ୦୮.୦୪.୨୦୨୨ ରିଖ ଶୁକ୍ରବାର ଦିନ ଆମ ଏକଡାଳ ଗ୍ରାମରେ ମା କାଳିକା ଠାକୁରାଣୀଙ୍କର ସପ୍ତଦଣ୍ଡ ମିଳନ ମହୋତ୍ସବ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଗ୍ରାମର ସମସ୍ତ ଥାନି ଭାଇ , ସମସ୍ତ ସମାଜ ଏବଂ ସବୁ ସାହିର ବାସିନ୍ଦାମାନଙ୍କୁ ନେଇ ଏହାର ଏକ ପ୍ରସ୍ତୁତି ବୈଠକ ଆଜି ମୁଣ୍ଡିଆସାହି ରାଧାକୃଷ୍ଣଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ସମସ୍ତଙ୍କୁ ଅନୁରୋଧ ସମସ୍ତେ ଏହି ମହୋତ୍ସବରେ ଯୋଗଦାନ କରି ଆମ୍ଭମାନଙ୍କୁ ଉତ୍ସାହିତ କରିବା ସହିତଠାକୁରାଣୀଙ୍କର ଅପାର କରୁଣା ଲାଭ କରିବା ହେବେ ।

ଆଜିର ସମ୍ବାଦ ଖବରକାଗଜ ରେ ପ୍ରକାଶିତ
28/03/2022

ଆଜିର ସମ୍ବାଦ ଖବରକାଗଜ ରେ ପ୍ରକାଶିତ

ଗତ କାଲି ନିଖୋଜ ଥିବା ଦୁଇ ଛାତ୍ର ଆଜି ସେ ଆଠଗଡ଼ ଧବଳେଶ୍ବର ରେ ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସହିତ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି...
27/03/2022

ଗତ କାଲି ନିଖୋଜ ଥିବା ଦୁଇ ଛାତ୍ର ଆଜି ସେ ଆଠଗଡ଼ ଧବଳେଶ୍ବର ରେ ତାଙ୍କୁ ଉଦ୍ଧାର କରି ସୁରକ୍ଷିତ ସହିତ ତାଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି ।

ସୂଚନାରୁ ପ୍ରକାଶ ଧବଳେଶ୍ୱର ର ସୀମନ୍ତ ପ୍ରଧାନ ଆଠଗଡ଼ ଡ୍ରାଇଭର ମହାସଂଘର ର ଜଣେ ସଦସ୍ୟ ପ୍ରଥମେ ଦେଖିଲେ ତା ପରେ ସେ ଛାତ୍ର ଦୁଇଜଣଙ୍କୁ ପଚରା ଉଚରା କରିବା ପରେ ସେ ଆମ ଘର ନରସିଂହପୁର ବୋଲି କହିଥିଲେ ତା ପରେ ସେ ଡ୍ରାଇଭର ଜଣକ ନରସିଂହପୁର ଡ୍ରାଇଭର ମହାସଂଘ ର ସଭାପତି ଙ୍କୁ ଜଣାଇଥିଲେ ସୋସିଆଲ ମିଡିଆରେ ଦେଖିଥିବା ଏହି ଖବର କୁ ସେ ଏକଡାଳ ଗ୍ରାମ ର ଦୁଇ ଛାତ୍ର ବୋଲି କହିଲେ ନରସିଂହପୁର ଡ୍ରାଇଭର ମହାସଂଘ ର
ସଭାପତି ,ସମୀର କୁମାର ରାଉତ ସଙ୍ଗେ ସଙ୍ଗେ ଏକଡାଳ ଗ୍ରାମର ଡ୍ରାଇଭର ଚିନ୍ତାମଣି ଜେନା ଙ୍କୁ ଫୋନ ଯୋଗେ ଜଣାଇଥିବା ବେଳେ ଏକଡାଳ ସରପଞ୍ଚ କାର୍ତ୍ତିକ ଚନ୍ଦ୍ର ଦଳେଇ ଏବଂ 18 ନଂ ଯୋନ ର ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ପଣ୍ଡା ଙ୍କୁ ମଧ୍ୟ ଖବର ଆସିଥିଲା ସ୍ଥାନୀୟ ସରପଞ୍ଚ ଓ କାନପୁର ଥାନା ଅଧିକାରୀ ଓ ବାଉତି ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ସଞ୍ଜୟ କୁମାର ସେନାପତି ଓ ଶିକ୍ଷକ ସରୋଜ କୁମାର ବାରିକ ଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିକୁଛି ।
ଅଥିରେ ଏଥିରେ ତାଙ୍କ ପରିବାର ଲୋକ ଏବଂ ଏକଡାଳ ଗ୍ରାମର କିଛି ଯୁବ ସମାଜସେବି ମାନେ ମଧ୍ୟ ସାହାଯ୍ୟ ସହଯୋଗ କରିଥିଲେ।ସୁନିଲ କୁମାର ହୋତା, ସୁରନାରାୟଣ ବାରିକ,ସୁରେଶ ସାହୁ,ରଞ୍ଜିତ ରାଉଳ, ସଲିଲ କୁମାର ରଣା, ସୁଶାନ୍ତ କୁମାର ରାଉତ,ଦିଲ୍ଲୀପ ବେହେରା ଓ ନରସିଂହପୁର ଡ୍ରାଇଭର ମହାସଂଘ ର ସଭାପତି ଙ୍କ ସହ ପ୍ରତାପ କୁମାର ସାହୂ ,ମନୋଜ କୁମାର ବାରିକ,ଚିନ୍ତାମଣି ଜେନା, କଳ୍ପତାର ନାୟକ,ଦୀପକ କୁମାର ଜେନା ,ସାହାଯ୍ୟ ସହଯୋଗ କରିଥିଲେ ।

ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡ଼ାଳ ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର ଚନ୍ଦନ ବେହେରା ଏବଂ ରିତିକ ସେଠୀଅଷ୍ଟମ ଶ୍ରେଣୀର ଛାତ୍ର ଆଜି ସ୍କୁଲ କୁ ଯା...
25/03/2022

ନରସିଂହପୁର ବ୍ଲକ ଅନ୍ତର୍ଗତ ଏକଡ଼ାଳ ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ର
ଚନ୍ଦନ ବେହେରା ଏବଂ ରିତିକ ସେଠୀ
ଅଷ୍ଟମ ଶ୍ରେଣୀର ଛାତ୍ର
ଆଜି ସ୍କୁଲ କୁ ଯାଇଥିଲେ।କିନ୍ତୁ ସ୍କୁଲ ରୁ ଆଉ ଏପର୍ଯ୍ୟନ୍ତ ଘରକୁ ଫେରି ନାହାଁନ୍ତି
ଯଦି କୌଣସି ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତାହେଲେ
9668798391
9777989258
ନମ୍ବର ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ

24/03/2022
24/03/2022

ଏକଡାଳ ଛ ଘରିଆ ସାହିରେ ଅଷ୍ଟପ୍ରହରି ଅନୁଷ୍ଠିତ

ସମ୍ବାଦ ଖବରକାଗଜ ରେ ପ୍ରକାଶ ଏକଡାଳ ଖବର ।
29/01/2022

ସମ୍ବାଦ ଖବରକାଗଜ ରେ ପ୍ରକାଶ ଏକଡାଳ ଖବର ।

ବାପୁଜି ସ୍ପୋର୍ଟସ କ୍ଳବ ଏକଡାଳ ଆନୁକୂଲ୍ୟରେ ୮ଟି ଆଞ୍ଚଳିକ କ୍ରିକେଟ ଦଳକୁ ନେଇ ଆୟୋଜିତ ହୋଇଥିବା  ବାପୁଜି ଚମ୍ପିୟାନ ଟ୍ରଫି ର ଉଦଯାପନୀ ମ୍ୟାଚ...
28/01/2022

ବାପୁଜି ସ୍ପୋର୍ଟସ କ୍ଳବ ଏକଡାଳ ଆନୁକୂଲ୍ୟରେ ୮ଟି ଆଞ୍ଚଳିକ କ୍ରିକେଟ ଦଳକୁ ନେଇ ଆୟୋଜିତ ହୋଇଥିବା ବାପୁଜି ଚମ୍ପିୟାନ ଟ୍ରଫି ର ଉଦଯାପନୀ ମ୍ୟାଚରେ ବ୍ରହ୍ମପୁର କ୍ରିକେଟ କ୍ଲବ କୁ ହରାଇ ଗଣ ଗଣା କ୍ରିକେଟ କ୍ଲବ ବିଜୟୀ ହୋଇଛି।
ଆଜି ଖେଳର ମୁଖ୍ୟ ଅତିଥି ଭାବରେ ଏକଡାଳ ଗ୍ରା:ପର ସରପଞ୍ଚ ମନୋଜିନି ରାଉତ, ମହୋଦୟା ,ତନୁଶ୍ରୀ ବସନ୍ତରାୟ,ସଞ୍ଜୟ କୁମାର ସେନାପତି, କୈଳାସ ଚନ୍ଦ୍ର ଖଟୁଆ, ସରୋଜ ରଣା, ଅଜୟ କୁମାର ପଣ୍ଡା, ସୁନିଲ କୁମାର ହୋତା ,ଦିନେଶ ରାଉତ,ଅଖୟ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। କ୍ଲବର ବରିଷ୍ଠ ସଦସ୍ୟ ତଥା ନାଏବ ସରପଞ୍ଚ ସୁଶାନ୍ତ ରାଉତ ମହୋଦୟ ଏବଂ ବାଉତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ପୁର୍ବତନ ସଭାପତି ସଲୀଳ ରଣା ମହୋଦୟ ଯୋଗଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଜିର ଖେଳ କୁ ଚିନ୍ମୟ କୁମାର ରାଉତ ଙ୍କ ସହିତ ବିଜୟ ବେହେରା ପରିଚାଳନା କରିଥିବା ବେଳେ ।ସମାଜସେବି,କାର୍ତ୍ତିକ ଚନ୍ଦ୍ର ଦଳେଇ ,ସୁଶୀଲ କୁମାର ଗୋଛି,ଚଗଲି,ବଣ୍ଟି, ସୁନିଲ ଲେଙ୍କା ,ଟୁଟୁଲି, ସୁଜିତ, ଗୌରୀ ଶଙ୍କର,ପ୍ରଭାତ ମହାରଣା, ମହାବୀର ମନ୍ତ୍ରୀ, ସୁରେଶ ସାହୁ ଓ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Address

Ekadal
Cuttack
754037

Website

Alerts

Be the first to know and let us send you an email when Ekadal news G 99 Biswanath Jena posts news and promotions. Your email address will not be used for any other purpose, and you can unsubscribe at any time.

Share

Category


Other Newspapers in Cuttack

Show All