Choudwar Buzz

Choudwar Buzz I capture the perfect Movement

ଶ୍ରୀରାମ ରାମ ରାମେତି ରମେ ରାମେ ମନୋରମେ ।ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ॥ଜୟ ଶ୍ରୀ ରାମ
19/01/2024

ଶ୍ରୀରାମ ରାମ ରାମେତି ରମେ ରାମେ ମନୋରମେ ।
ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ॥
ଜୟ ଶ୍ରୀ ରାମ

ଶେଷ ହେଲା କାର୍ତ୍ତିକେଶ୍ୱର ଭସାଣୀ 🙏🏻🙏🏻🙏🏻
20/12/2023

ଶେଷ ହେଲା କାର୍ତ୍ତିକେଶ୍ୱର ଭସାଣୀ 🙏🏻🙏🏻🙏🏻

Brahmana sahi puja committee ♥️
11/12/2023

Brahmana sahi puja committee ♥️

ପାର୍ବଣ ର ଶେଷ ପର୍ଯ୍ୟାୟରେ ଦେବ ସେନାପତି କାର୍ତ୍ତିକେଶ୍ୱର ଙ୍କ ଭସାଣୀ ଶୋଭାଯାତ୍ରା 🙏🏻🙏🏻🙏🏻
10/12/2023

ପାର୍ବଣ ର ଶେଷ ପର୍ଯ୍ୟାୟରେ ଦେବ ସେନାପତି କାର୍ତ୍ତିକେଶ୍ୱର ଙ୍କ ଭସାଣୀ ଶୋଭାଯାତ୍ରା 🙏🏻🙏🏻🙏🏻

ଆ କା ମା ବୈ  ପାନ ଗୁଆ ତୋର ମାସକ ଧରମ ମୋର ⛵⛵⛵ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ର ହାର୍ଦିକ ଅଭିନନ୍ଦନ ।
27/11/2023

ଆ କା ମା ବୈ
ପାନ ଗୁଆ ତୋର ମାସକ ଧରମ ମୋର ⛵⛵⛵
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ର ହାର୍ଦିକ ଅଭିନନ୍ଦନ ।

ଶ୍ୟାମାକାଳୀ ପୂଜା ୨୦୨୩ 🙏🏻🙏🏻🙏🏻ମୁଣ୍ଡମାଳ ମଠ ସାହି ପୂଜା କମିଟି 🚩 Pic courtesy -  dipu
16/11/2023

ଶ୍ୟାମାକାଳୀ ପୂଜା ୨୦୨୩ 🙏🏻🙏🏻🙏🏻
ମୁଣ୍ଡମାଳ ମଠ ସାହି ପୂଜା କମିଟି 🚩
Pic courtesy - dipu

ଶ୍ୟାମା କାଳୀପୂଜା ୨୦୨୩ 🙏🏻🙏🏻🙏🏻ଶକ୍ତି ପୀଠ ରେ ପୂଜିତ ମା ଆଦିମାତା 🚩
13/11/2023

ଶ୍ୟାମା କାଳୀପୂଜା ୨୦୨୩ 🙏🏻🙏🏻🙏🏻
ଶକ୍ତି ପୀଠ ରେ ପୂଜିତ ମା ଆଦିମାତା 🚩


Night View of Choudwar rupa jatra padia
01/11/2023

Night View of Choudwar rupa jatra padia

ଐତିହାସିକ ଚୌଦ୍ଵାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻🙏🏻ଭସାଣୀ ଶୋଭାଯାତ୍ରା ଯାତ୍ରା ପାଇଁ ପ୍ରସ୍ତୁତ ୪୩ ଟି ପୂଜା କମିଟି ର ଅଂଶ ଗ୍ର...
01/11/2023

ଐତିହାସିକ ଚୌଦ୍ଵାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻🙏🏻
ଭସାଣୀ ଶୋଭାଯାତ୍ରା ଯାତ୍ରା ପାଇଁ ପ୍ରସ୍ତୁତ ୪୩ ଟି ପୂଜା କମିଟି ର ଅଂଶ ଗ୍ରହଣ କରିଥିବା ମେଢ଼।

ଯାତ୍ରା ଅଭିମୁଖେ 🙏🏻🙏🏻🙏🏻
31/10/2023

ଯାତ୍ରା ଅଭିମୁଖେ 🙏🏻🙏🏻🙏🏻

The wait is over ✨♥️✌️
30/10/2023

The wait is over ✨♥️✌️


ଚୌଦ୍ଵାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻
30/10/2023

ଚୌଦ୍ଵାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻

ଚୌଦ୍ବାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻ବ୍ରାହ୍ମଣ ସାହି ପୂଜା କମିଟି ର ଚଳିତ ବର୍ଷ ର ମା ଗଜଲକ୍ଷ୍ମୀ ଙ୍କ ନୁତନ ଚାନ୍ଦୀ ମେଢ଼।  ...
29/10/2023

ଚୌଦ୍ବାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻
ବ୍ରାହ୍ମଣ ସାହି ପୂଜା କମିଟି ର ଚଳିତ ବର୍ଷ ର ମା ଗଜଲକ୍ଷ୍ମୀ ଙ୍କ ନୁତନ ଚାନ୍ଦୀ ମେଢ଼।


କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ  କୁଆଁରୀ ଝିଅ ଙ୍କ ଅପୂର୍ବ ଆନନ୍ଦପୁଚି ଖେଳିବାକୁ ମନ ଗୋ ଫୁଲ ବଉଳବେଣୀ ...  ଆଶ୍ୱିନ ପୂ୍ଣ୍ଣିମାର ପୂର୍...
28/10/2023

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ
କୁଆଁରୀ ଝିଅ ଙ୍କ ଅପୂର୍ବ ଆନନ୍ଦ
ପୁଚି ଖେଳିବାକୁ ମନ ଗୋ ଫୁଲ ବଉଳବେଣୀ ...

ଆଶ୍ୱିନ ପୂ୍ଣ୍ଣିମାର ପୂର୍ଣ୍ଣ ଚନ୍ଦ୍ର କୁ ଦେଖି , ସୁକୁମାର ସୋର୍ଯ୍ୟବାନ୍
ଓ ସୁନ୍ଦର ପତି ଟିଏ ମନାସ କରି କୁମାରୀ ମାନେ ପାଳୁଛନ୍ତି
କୁମାର ପୂର୍ଣ୍ଣିମା ।
ପବିତ୍ର ଗଜଲକ୍ଷ୍ମୀ ଓ ମହାଲକ୍ଷ୍ମୀ ମେଲଣ ଅବସର ରେ ଆପଣ ମାନଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା ।
ଗାନ୍ଧୀ ଛକ ପୂଜା କମିଟି 🙏🏻🙏🏻🙏🏻

ଚୌଦ୍ବାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻
28/10/2023

ଚୌଦ୍ବାର ରୂପଯାତ୍ରା ଓ ମହାଲକ୍ଷ୍ମୀ ମେଲଣ ୨୦୨୩ 🙏🏻🙏🏻

ବେହେରା ସାହି ପୂଜା କମିଟି 🙏🏻🙏🏻🙏🏻
27/10/2023

ବେହେରା ସାହି ପୂଜା କମିଟି 🙏🏻🙏🏻🙏🏻

ମା ଙ୍କୁ ମେଲାଣି 🙏🏻🙏🏻🙏🏻ପୁଣି ଅପେକ୍ଷା ଆଗାମୀ ବର୍ଷ କୁ
26/10/2023

ମା ଙ୍କୁ ମେଲାଣି 🙏🏻🙏🏻🙏🏻
ପୁଣି ଅପେକ୍ଷା ଆଗାମୀ ବର୍ଷ କୁ


ଲକ୍ଷ୍ମୀନାରାୟଣ ସାହି ପୂଜା କମିଟି 🙏🏻🙏🏻🙏🏻
24/10/2023

ଲକ୍ଷ୍ମୀନାରାୟଣ ସାହି ପୂଜା କମିଟି 🙏🏻🙏🏻🙏🏻

ଆଜି ର ଆଲେଖ୍ୟ ଗୁପ୍ତେଶ୍ୱର ସାହି ପୂଜା କମିଟି 🙏🏻🙏🏻🙏🏻ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାବଣ ଯେତେବେଳେ ମାତା ସୀତା ଙ୍କୁ ହରଣ କରିନେଇଥିଲେ ଏହା...
24/10/2023

ଆଜି ର ଆଲେଖ୍ୟ ଗୁପ୍ତେଶ୍ୱର ସାହି ପୂଜା କମିଟି 🙏🏻🙏🏻🙏🏻

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାବଣ ଯେତେବେଳେ ମାତା ସୀତା ଙ୍କୁ ହରଣ କରିନେଇଥିଲେ ଏହା ପରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ସେନା ଙ୍କ ସହିତ ରାବଣ ସହିତ ଯୁଦ୍ଧ କରିବାକୁ ଅଗ୍ରସର ହୋଇଥିଲେ। ଯେତେବେଳେ ରାବଣ ଏହି କଥା ଶୁଣିଲା ପ୍ରଭୁ ଶ୍ରୀ ରାମଚନ୍ଦ୍ର ବାନର ମାନଙ୍କ ସେନା ନେଇ ଓ ସମୁଦ୍ର ପାରି ହୋଇ ଆସୁଛନ୍ତି । ତେବେ ସେହି କ୍ଷଣି ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣ ଙ୍କୁ ମାରିବା ପାଇଁ ବହୁତ୍ ଶକ୍ତିଶାଳୀ ରାକ୍ଷସ ଙ୍କୁ ରାବଣ ପଠାଇଥିଲା ହେଲେ ପ୍ରଭୁ ଶ୍ରୀ ରାମ ଓ ଲକ୍ଷ୍ମଣ ସମସ୍ତ ରାକ୍ଷସ ମାନଙ୍କୁ ପରାସ୍ତ କରିଥିଲେ । ଏହା ପରେ ରାବଣ ତା'ର ଭାଈ କୁମ୍ଭକର୍ଣ୍ଣ କୁ ପଠାଇଲା ହେଲେ ରାମ ଚନ୍ଦ୍ର କୁମ୍ଭକର୍ଣ୍ଣ ର ବି ବଦ୍ଧ କରିଥିଲେ। ଏହା ପରେ ରାବଣ ପୁତ୍ର ମେଘନାଦ ଓ ମହୀରାବଣ ଙ୍କୁ ପଠାଇଲା ହେଲେ ପ୍ରଭୁ ରାମ ଓ ଲକ୍ଷ୍ମଣ ସେ ଦୁହିଁଙ୍କ ର ବଦ୍ଧ କରିଥିଲେ ।
ଯେତେବେଳେ ରାବଣ ଶୁଣିଲା କି ପୁତ୍ର ମେଘନାଦ ର ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଥିଲା ।
ଏହା ପରେ ନିଜକୁ ବଞ୍ଚାଇବାକୁ ଯାଇ ରାବଣ ଏକ ଉପାୟ ପାଞ୍ଚିଲା । ରାବଣ ପ୍ରଭୁ ଶ୍ରୀ ରାମ ଙ୍କୁ ଆରଧନା କରିବାକୁ ଲାଗିଲେ ଆଉ ରାବଣ ମଧ୍ୟ ଶ୍ରୀ ରାମ ଙ୍କ ର ବି ଗୁଣଗାନ କରିବାକୁ ଆରମ୍ଭ କଲା କାରଣ ରାବଣ କୁ ଏହା ଜାଣିଥିଲା ଭଗବାନ୍ ନିଜ ର ଭକ୍ତ କୁ କେବେ ହେଲେ ବି ମାରିବେ ନାହିଁ ।
ଯେତେବେଳେ ଶ୍ରୀ ରାମ ଙ୍କୁ ଏହି କଥା ଶୁଣିବାକୁ ମିଳିଲା ପ୍ରଭୁ ଏହା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ । ଯଦି ଏହିପରି ରାବଣ ଆରଧନା କରିବାକୁ ଲାଗିବ ତାହା ହେଲେ ରାବଣ ଅନ୍ତ ହେବା ବହୁତ୍ କଠିନ ହୋଇଯିବ । କାରଣ କୌଣସି ଭଗବାନ ନିଜର ଭକ୍ତ ଙ୍କୁ ଏମିତି ରେ ମାରିପାରିବେ ନାହିଁ ସବୁ ଦେବତା ଏହା ଦେଖି ବହୁତ ଚିନ୍ତିତ ହେଲେ । ଯଦି ରାବଣ କୁ ଏହିଥିରୁ ନ ଓହୋରାଇ ପାରିବା ତାହା ହେଲେ ତାହା ର ବଦ୍ଧ ହେବା ବହୁତ୍ କଠିନ ହୋଇଯିବ।
ସମସ୍ତ ଦେବଗଣ ଏକତ୍ର ହୋଇ ମାତା ସରସ୍ଵତୀ ଙ୍କୁ ପ୍ରାର୍ଥନା କଲେ ଏବଂ ମାତା ସରସ୍ଵତୀ ଙ୍କୁ ରାବଣ ର କଣ୍ଠ ରେ ବିରାଜମାନ କରାଈ ରାବଣ ମୁହଁ ରୁ ପ୍ରଭୁ ରାମ ଙ୍କ ପାଇଁ ଅପଶବ୍ଦ କୁହାଇବା ଯାହା ଫଳ ରେ ପ୍ରଭୁ ଶ୍ରୀ ରାମ କ୍ରୋଧ ରେ ଆସି ଏହା ର ଅନ୍ତ କରିଦେବେ । ଦେବି ସରସ୍ଵତୀ ଠିକ୍ ଏହାହିଁ କଲେ ରାବଣ ମୁହଁ ରୁ ପ୍ରଭୁ ଙ୍କ ନାମ ରେ ଖରାପ୍ କଥା ଶୁଣି ରମ ଚନ୍ଦ୍ର କ୍ରୋଧ ରେ ଆସି ରାବଣ ର ଶୀର କୁ ଖଣ୍ଡିତ କରିଥିଲେ। ହେଲେ ରାବଣ କୁ ତ ବ୍ରହ୍ମଦେବ ଙ୍କ ଠାରୁ ବରପ୍ରାପ୍ତ ହୋଇଥିଲେ ଏହା ପରେ ତାର ଦ୍ଵିତୀୟ ଶୀର ଉତ୍ପନ ହୋଇଗଲା ଓ ରାବଣ ଏହା ପରେ ପୁଣି ଜୀବିତ ହୋଇଗଲା ।
ଶ୍ରୀ ରାମ ଉପରେ ରାବଣ ବହୁତ୍ କ୍ରୋଧ ଆସିଲା ଏହା ର ପ୍ରତିଶୋଧ ନେବା ପାଇଁ ରାବଣ ମାତା ଦୁର୍ଗା ଙ୍କୁ ଆରାଧନା କରିବାକୁ ଲାଗିଲା ଠିକ୍ ମା ଦୁର୍ଗା ରାବଣ ର ତପସ୍ୟା ରେ ବହୁତ୍ ପ୍ରସନ୍ନ ହୋଇ ମା ଦୁର୍ଗା କହିଲେ କି ସେ ରାବଣ କୁ ଯୁଦ୍ଧ ରେ ସାହା ହେବେ ଏବଂ ରଥ ରେ ମଧ୍ୟ ବିରାଜ ମାନ ହେବେ ବୋଲି ଯେଉଁଥିରେ ରାବଣ ର ହାର୍ ନ ହେବ।
ପ୍ରଭୁ ରାମ ଏହି କଥା ଶୁଣିବା ପରେ ମା ଦୁର୍ଗା ରାବଣ ର ପକ୍ଷ ରେ ଏହି କଥା ବହୁତ୍ ଦୁଃଖ ଲାଗିଥିଲା ପ୍ରଭୁ ରାମ ଙ୍କୁ ।
ଯାହା ଫଳରେ ମାତା ସୀତା ଙ୍କୁ ରାବଣ ଠାରୁ ଛଡାଇବା ଏବଂ ରାବଣ କୁ ପରାସ୍ତ କରାଇବା ଅସମ୍ଭବ ହୋଇଯାଇଥିଲା ।
ଏହା ପରେ ପ୍ରଭୁ ଶ୍ରୀ ରାମ ଭଗବାନ୍ ବିଷ୍ଣୁ ଙ୍କୁ ଉପାୟ ପାଞ୍ଛିଲେ ଭଗବାନ୍ ବିଷ୍ଣୁ କହିଥିଲେ କି ଏହି ଯୁଦ୍ଧ ଜିତିବାକୁ ହେଲେ ମାତା ଦୁର୍ଗା ଙ୍କ ସାହାଯ୍ୟ ବହୁତ୍ ଆବଶ୍ୟକ ।
ଏହା ଶୁଣି ପ୍ରଭୁ ଶ୍ରୀ ରାମ ମାତା ଦୁର୍ଗା ଙ୍କୁ ତପସ୍ୟା କରିବାକୁ ଆରମ୍ଭ କଲେ ବହୁ ସମୟ ଧରି ତପସ୍ୟା କରି ମଧ୍ୟ ରାମ ଚନ୍ଦ୍ର ମା ଦୁର୍ଗା ଙ୍କୁ ପ୍ରସନ୍ନ କରିପାରିଲେ ନାହିଁ ।
ଏହା ପରେ ବିଷ୍ଣୁ ଙ୍କ କହିବା ଅନୁସାରେ ୧୦୮ ଟି ପଦ୍ମ ଫୁଲ ଯଦି ମା ଦୁର୍ଗା ଙ୍କ ନିକଟ ରେ ସମର୍ପଣ କରିବ ତେବେ ହେଲେ ମା ଦୂର୍ଗା ତପସ୍ୟା ରେ ପ୍ରସନ୍ନ ହେବେ । ତେବେ ଏହି କଥା ଶୁଣି ପ୍ରଭୁ ଶ୍ରୀ ରାମଚନ୍ଦ୍ର ଓ ଲକ୍ଷ୍ମଣ ହନୁମାନ ଙ୍କ ସହିତ ପୁରା ବ୍ରହ୍ମାଣ୍ଡ ରେ ଖୋଜିବା କୁ ଲାଗିଲେ । ହେଲେ ପୁରା ବ୍ରହ୍ମାଣ୍ଡ ରେ ୧୦୭ ଟି ପଦ୍ମ ଫୁଲ ମିଳିଥିଲା ।ଯେତେବେଳେ ଅନ୍ତ ରେ ୧୦୭ ଟି ପଦ୍ମ ଫୁଲ ସଂଗ୍ରହ କରି ପୂଜା କରିବା ବେଳେ ପ୍ରଭୁ ସ୍ଵୟଂ ନିଜ ତୀର ରେ ଏକ ଆଖୀ ମଧ୍ୟ ଅର୍ପଣ କରିଥିଲେ ଭଗବାନ୍ ଶ୍ରୀ ରାମଚନ୍ଦ୍ର ଙ୍କ ଭକ୍ତି ଓ ନିଷ୍ଠା କୁ ଦେଖି ମା ଦୁର୍ଗା ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ । ଏବଂ ମା ଦୁର୍ଗା ପ୍ରଭୁ ରାମ ଙ୍କ ଆଗ ରେ ପ୍ରକଟ ହୋଇ ପ୍ରଭୁ ଶ୍ରୀ ରାମ ଙ୍କୁ ଯୁଦ୍ଧ ରେ ବିଜୟୀ ହେବାର ବରଦାନ ମଧ୍ୟ ଦେଇଥିଲେ । ଆଉ ଏହା ମଧ୍ୟ କହିଥଲେ ଯୁଦ୍ଧ ରେ ରାବଣର ସପକ୍ଷ ରେ ନ ରହିବାକୁ।
ଏହି ପରି ଭାବେ ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣର ବଦ୍ଧ କରିଥିଲେ ।
🌸 ଜୟ ମା ଦୁର୍ଗା 🌸
🌸 ଜୟ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର 🌸

ବ୍ୟାରେଜ୍ ରୋଡ୍ ପୂଜା କମିଟି 🙏🏻🙏🏻🙏🏻
23/10/2023

ବ୍ୟାରେଜ୍ ରୋଡ୍ ପୂଜା କମିଟି 🙏🏻🙏🏻🙏🏻

🌸 ମଙ୍ଗଳା ସାହି ପୂଜା କମିଟି 🌸 🚩
23/10/2023

🌸 ମଙ୍ଗଳା ସାହି ପୂଜା କମିଟି 🌸 🚩

ଶାରଦୀୟ ଦୁର୍ଗାପୂଜା ରେ ମହାମାୟା ଙ୍କ ମହା ଅଷ୍ଟମୀ 🙏 ସାମଲ ସାହି ପୂଜା କମିଟି 🚩
22/10/2023

ଶାରଦୀୟ ଦୁର୍ଗାପୂଜା ରେ ମହାମାୟା ଙ୍କ ମହା ଅଷ୍ଟମୀ 🙏
ସାମଲ ସାହି ପୂଜା କମିଟି 🚩

ବଡ଼ ବଜାର ପୂଜା କମିଟି 🙏
22/10/2023

ବଡ଼ ବଜାର ପୂଜା କମିଟି 🙏

ଶାରଦୀୟ ଦୁର୍ଗାପୂଜା ରେ ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା ।କଟକଚଣ୍ଡୀ ରୋଡ୍ ଶେଖ୍ ବଜାର ପୂଜା କମିଟି 🙏
22/10/2023

ଶାରଦୀୟ ଦୁର୍ଗାପୂଜା ରେ ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା ।
କଟକଚଣ୍ଡୀ ରୋଡ୍ ଶେଖ୍ ବଜାର ପୂଜା କମିଟି 🙏

ଶାରଦୀୟ ଦୁର୍ଗାପୂଜା ରେ ଆଜି ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜା 🙏 🚩 ପରିଡା ସାହି ପୂଜା କମିଟି 🚩
21/10/2023

ଶାରଦୀୟ ଦୁର୍ଗାପୂଜା ରେ ଆଜି ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜା 🙏
🚩 ପରିଡା ସାହି ପୂଜା କମିଟି 🚩

🌸 ଆସିଛି ଆଶ୍ୱିନ 🌸କାଶତଣ୍ଡି ସମ୍ଭାର ପାର୍ବଣ ର ଘଣ୍ଟନାଦ ଓ ଶକ୍ତିପୀଠ ରେ ଷୋଡ଼ଶ ଉପଚାର ପୂଜା ।ମନ୍ତ୍ର ଓ ଧ୍ଵନୀ ରେ ପ୍ରକମ୍ପିତ ହେଉଅଛି ମହିମ...
20/10/2023

🌸 ଆସିଛି ଆଶ୍ୱିନ 🌸
କାଶତଣ୍ଡି ସମ୍ଭାର ପାର୍ବଣ ର ଘଣ୍ଟନାଦ ଓ ଶକ୍ତିପୀଠ ରେ ଷୋଡ଼ଶ ଉପଚାର ପୂଜା ।
ମନ୍ତ୍ର ଓ ଧ୍ଵନୀ ରେ ପ୍ରକମ୍ପିତ ହେଉଅଛି ମହିମଣ୍ଡଳ ଜଗତ୍ଜନନୀ ମା ଶକ୍ତୀସ୍ୱରୁପିଣି ଙ୍କ ଧରା ପୃଷ୍ଠରେ ଧରାବତରଣ ରେ ପ୍ରକୃତି ନିଜକୁ ସଜେଇ ହେଉଛି।
ଶାରଦୀୟ ଦୁର୍ଗାପୂଜା ରେ ଆପଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
2023

ମା ଆସୁଛନ୍ତି 🙏ଶିଳ୍ପୀ ର ଶେଷ ସ୍ପର୍ଷ ..🎨
17/10/2023

ମା ଆସୁଛନ୍ତି 🙏
ଶିଳ୍ପୀ ର ଶେଷ ସ୍ପର୍ଷ ..🎨

Address

Choudwar

Website

Alerts

Be the first to know and let us send you an email when Choudwar Buzz posts news and promotions. Your email address will not be used for any other purpose, and you can unsubscribe at any time.

Videos

Share