ART MEDIA

ART MEDIA ALWAYS AVAILABLE FOR ART & ARTIST
(1)

Mayetree YouTube Channe ଥି ଗୁଟେ ବହୁତ ସୁନ୍ଦର Music ଭିଡିଓ ଭଲ ପାଉଥିମି ର୍ଲଜ଼ ହେଇଛେ ସମସ୍ତେ ଦେଖୁନ.....https://youtu.be/A6Mksth...
02/02/2025

Mayetree YouTube Channe ଥି ଗୁଟେ ବହୁତ ସୁନ୍ଦର Music ଭିଡିଓ ଭଲ ପାଉଥିମି ର୍ଲଜ଼ ହେଇଛେ ସମସ୍ତେ ଦେଖୁନ.....

https://youtu.be/A6MksthDjyE?si=ny6YNSmX58Gqkojg

01/02/2025

ଅର୍ଚ୍ଚନା ପାଢ଼ୀ ବଂଶୀ ୱାଳେ ଗୀତ ଗାଏଲେଁ ଜୟ ନାରାୟଣ ମିଶ୍ର ଲାଗି

31/01/2025

Sambalpuri Vibes ଚାଁନେଲ ଥି ଛାଏଳି ଗୁରୀ
ଉମାକାନ୍ତ ବାରିକ, ସାଇସ୍ମିତା ନାୟକ, ଆକାଶ & କାଜଲ

30/01/2025

ପ୍ରକାଶ ଜାଲ କେନ୍ତା ଅଛନ ଆଉ ତାଙ୍କର ନୁଆଁ ଗୀତ ବିଷୟ ରେ କାଣା କହୁଛନ

30/01/2025

ବରପାଲି ଲୀଳାବତୀ Studio ରେ ରେକର୍ଡିଙ୍ଗ ହେଲା ଶମ୍ବୁ ତାଣ୍ଡି ଆଉ ଦୀପା ନାଗ ର ନୁଆଁ ଗୀତ ଗଲି ଗଲି

28/01/2025

Actress Ranu ର ବିହା ଠିକ ହେଇଗଲା କେଁ ?
ସାଲିର କୁନୁଆଁ ଖିଆ Sambalpuri Short Film
Full Vdo Sonepuria Manoj ୟୁଟୁବ ଚାଁନେଲ ଥି ଦେଖମା

27/01/2025

ଗୁଟେ ଗୀତ ପିଲା ଟୁକେଲ ର Love Story ଉପରେ Discuss ହେସି - ଅର୍ଚ୍ଚନା ପାଢ଼ୀ & ରାଜୁ ସୁନା

25/01/2025

ଜୁହାର ଗୋ ମା କରମସାନି 🙏 ରସିଆପାଳି ଗାଁ ଥି
ଯୋଗେଶ ଯୋଯୋ ଆଉ ତାଙ୍କର କାକା ଅଶ୍ବିନୀ

24/01/2025

ରସ ଜାମୁଡାଳି team ର ନୁଆଁ ଗୀତ ନାରଙ୍ଗୀ ସାଢ଼ୀ

16/01/2025

ସମ୍ବଲପୁରୀ ବଜା -ଢୋଲ ସାଙ୍ଗେ ମୁହୁରି

ଆଜି ସ୍ଥାନୀୟ ଯୁଧିଷ୍ଠିର ସେତୁ,ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ପ୍ରଡୁସର ଆସୋସିଏସନ୍ ର ଏକ ବଣ ଭୋଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିର...
15/01/2025

ଆଜି ସ୍ଥାନୀୟ ଯୁଧିଷ୍ଠିର ସେତୁ,ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ପ୍ରଡୁସର ଆସୋସିଏସନ୍ ର ଏକ ବଣ ଭୋଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୫ ଜଣ ପ୍ରଡୁସର ଯୋଗଦାନ କରିଥିଲେ।ଏଇ ଉପଲକ୍ଷେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ସମସ୍ୟା ଏବଂ ଆଗାମୀ କାର୍ଯ୍ୟ ପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ୟୂଟୁବରେ ଭିଡିଓ ରିଲିଜ ଉପରେ ବିଶଦ ଆଲୋଚନା କରାଯାଇଥିଲା। ସର୍ବସମ୍ମତି କ୍ରମେ ଆଜି ନିଷ୍ପତ୍ତି ନିଆଗଲା ଯେ ସଂଘ ର ଯେ କୈାଣସି ପ୍ରଡୁସର ନିଜ ଭିଡିଓ ରିଲିଜ କରିବା ପୁର୍ବରୁ ସଂଘ ର କୋଷାଧ୍ୟକ୍ଷ ଅମିତ କୁମାର ପତି (PIN2 4P) କୁଂ ଯୋଗାଯୋଗ କରି ଗୀତ ରିଲିଜ ର ତାରିଖ ନେଇ ତାଂକର ଗୀତ ରିଲିଜ କରିବେ।
ଏଇ ନିଷ୍ପତ୍ତି କୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ।

ସୁଧିର କୁମାର ଆଚାର୍ଯ୍ୟ
ସଭାପତି (ପୋପା)

06/01/2025

Instagram ଥି କମାଲ କରୁଛନ ବରଗଡ ର ପ୍ରିନ୍ସ ଛତର

02/01/2025

ସମ୍ବଲପୁରୀ ବଜାର ଆଉ ଗୁଟେ ଦମଦାର ଭିଡ଼ିଓ
Vc-Dhulia Pila Balram

31/12/2024

ଇଟା ତ ସମ୍ବଲପୁରୀ ମଜା.. କେନ୍ତା ଲାଗଲା କମେଣ୍ଟ କର

30/12/2024

JOGESH JOJO ର ନୁଆଁ ଗୀତ ହସି ହସି ପାଗଳ ହେଇଯିବ 4p Production ଥି ଦେଖମା Full Vdo

28/12/2024

କେଭେ ନାଇଁ ଦେଖିଥିବା ଏନ୍ତା ଭିଡ଼ିଓ__ଗୁଟେ ସାଙ୍ଗେ
ଘୁଡ଼କା ,ଢୋଲ,ତବଲା ଆଉ ନାଗରା ର ଗୁଟେ ଭିଡ଼ିଓ
Nibash Jackson, PintuNaik, Sunil & Kanha

Address


Telephone

+917894688126

Website

Alerts

Be the first to know and let us send you an email when ART MEDIA posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Telephone
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share