Anachalika Sambadika Sangha, Binka

  • Home
  • Anachalika Sambadika Sangha, Binka

Anachalika Sambadika Sangha, Binka This is local Press Club of binka, Subarnapur. we the member of Anachalika Sambadika Sangha always

ବିନିକାରେ ତାରକାସୁର ବରଣ ଶୀତଳଷଷ୍ଠୀ ମହୋତ୍ସବ ପାଇଁ ଦୁଲୁକିବ ବିନିକା
25/05/2024

ବିନିକାରେ ତାରକାସୁର ବରଣ
ଶୀତଳଷଷ୍ଠୀ ମହୋତ୍ସବ ପାଇଁ ଦୁଲୁକିବ ବିନିକା

ବିନିକା:SSTକୁ ମିଳିଲା ବଡ ସଫଳତା ବୁଲେଟ ଡିକିରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ,୨ ଅଟକ ବିନିକା କଲେଜ ଛକରେ ଗାଡ଼ି ମଟର ଯାଞ୍ଚ ବେଳେ ଟଙ୍କା ଜବତ...
28/04/2024

ବିନିକା:SSTକୁ ମିଳିଲା ବଡ ସଫଳତା
ବୁଲେଟ ଡିକିରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ,୨ ଅଟକ
ବିନିକା କଲେଜ ଛକରେ ଗାଡ଼ି ମଟର ଯାଞ୍ଚ ବେଳେ ଟଙ୍କା ଜବତ

ପ୍ରଚାର ବେଳେ ତାତି ଚିନ୍ତା ଜଳୁଛି ଓଡ଼ିଶା,ଜମୁଛି ନିର୍ବାଚନ ତାତି
23/04/2024

ପ୍ରଚାର ବେଳେ ତାତି ଚିନ୍ତା
ଜଳୁଛି ଓଡ଼ିଶା,ଜମୁଛି ନିର୍ବାଚନ ତାତି

ବର୍ଷାରେ ଭିଜିଲା ବିନିକାଥଣ୍ଡା ସାଙ୍ଗକୁ ଲାଗିରହିଛି ଝିପିଝିପି ବର୍ଷା  🌧️☔
11/04/2024

ବର୍ଷାରେ ଭିଜିଲା ବିନିକା
ଥଣ୍ଡା ସାଙ୍ଗକୁ ଲାଗିରହିଛି ଝିପିଝିପି ବର୍ଷା
🌧️☔

ବିନିକା ପୋଲିସକୁ ବଡ ସଫଳତାନିର୍ବାଚନ ସମୟରେ ବିପୁଳ ଟଙ୍କା ଜବତ କାରରୁ ମିଳିଲା ୫୫ ଲକ୍ଷ ୨୦ ହଜାର ଟଙ୍କା ବିନିକା କଲେଜ ଛକରେ ନାକାବନ୍ଦି ବେଳେ...
06/04/2024

ବିନିକା ପୋଲିସକୁ ବଡ ସଫଳତା
ନିର୍ବାଚନ ସମୟରେ ବିପୁଳ ଟଙ୍କା ଜବତ
କାରରୁ ମିଳିଲା ୫୫ ଲକ୍ଷ ୨୦ ହଜାର ଟଙ୍କା
ବିନିକା କଲେଜ ଛକରେ ନାକାବନ୍ଦି ବେଳେ ସଫଳତା

ହାପି ହୋଲିପ୍ରେମ ଓ ଭାଇଚାରା ସାଙ୍ଗରେ ହୋଲିବିନିକା ସହର ମିଶ୍ରପାଳିରେ ଜମିଲା ହୋଲି ଖେଳ
26/03/2024

ହାପି ହୋଲି
ପ୍ରେମ ଓ ଭାଇଚାରା ସାଙ୍ଗରେ ହୋଲି
ବିନିକା ସହର ମିଶ୍ରପାଳିରେ ଜମିଲା ହୋଲି ଖେଳ

ମେଡିକାଲ କାମରେ ମହାଦୁର୍ନୀତିରାତିରେ କାମ ହୋଇଛି,ସକାଳୁ ଛାତ ଫାଟି ଆଁ କରିଛି ବିନିକା ବ୍ଲକ ମହାଦେବପାଲି ମେଡିକାଲ କାମରେ ହରିଲୁଟ
24/03/2024

ମେଡିକାଲ କାମରେ ମହାଦୁର୍ନୀତି
ରାତିରେ କାମ ହୋଇଛି,ସକାଳୁ ଛାତ ଫାଟି ଆଁ କରିଛି
ବିନିକା ବ୍ଲକ ମହାଦେବପାଲି ମେଡିକାଲ କାମରେ ହରିଲୁଟ

ବିନିକାରେ ବିଶାଳ ବାଇକ ଶୋଭାଯାତ୍ରାଶକ୍ତି ପ୍ରଦର୍ଶନ କଲେ ନାରାୟଣ ଲୁହାଙ୍କ ସମର୍ଥକସାଧାରଣ ନିର୍ବାଚନ ପାଇଁ ଏବେଠୁ ରାଜନୀତି ସରଗରମ
15/03/2024

ବିନିକାରେ ବିଶାଳ ବାଇକ ଶୋଭାଯାତ୍ରା
ଶକ୍ତି ପ୍ରଦର୍ଶନ କଲେ ନାରାୟଣ ଲୁହାଙ୍କ ସମର୍ଥକ
ସାଧାରଣ ନିର୍ବାଚନ ପାଇଁ ଏବେଠୁ ରାଜନୀତି ସରଗରମ

ବିନିକା ପୋଲିସକୁ ବଡ ସଫଳତା୪ ଡକାୟତ ଗିରଫ ସହ ୨ ବାଇକ ଜବତବିନିକା ଥାନାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ
31/01/2024

ବିନିକା ପୋଲିସକୁ ବଡ ସଫଳତା
୪ ଡକାୟତ ଗିରଫ ସହ ୨ ବାଇକ ଜବତ
ବିନିକା ଥାନାରେ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

 #ଫଟୋରେ_ଖବର ାଦୁର୍ଗା_ଜୟ_ଗଣେଶ ଧନ୍ୟ ହୋଇଗଲା ଚର୍ମଚକ୍ଷୁ,ମନ୍ତ୍ରମୁଗ୍ଧ ମନପ୍ରାଣ
25/01/2024

#ଫଟୋରେ_ଖବର
ାଦୁର୍ଗା_ଜୟ_ଗଣେଶ
ଧନ୍ୟ ହୋଇଗଲା ଚର୍ମଚକ୍ଷୁ,ମନ୍ତ୍ରମୁଗ୍ଧ ମନପ୍ରାଣ

ବିନିକାରେ ତୁହାକୁତୁହା ବର୍ଷାସାଧାରଣ ଜନଜୀବନ ଅସ୍ତବ୍ୟସ୍ତ
24/01/2024

ବିନିକାରେ ତୁହାକୁତୁହା ବର୍ଷା
ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

 #ଫଟୋରେ_ଖବର #ଜମୁଛି_ମହିଷାସୁର_ଦରବାରବିନିକାରେ ଚାଲିଛି ମାଦୁର୍ଗାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ
23/01/2024

#ଫଟୋରେ_ଖବର
#ଜମୁଛି_ମହିଷାସୁର_ଦରବାର
ବିନିକାରେ ଚାଲିଛି ମାଦୁର୍ଗାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ

 #ବିରାଜିଲେ_ମାଦୁର୍ଗା #ବହୁ_ପ୍ରତୀକ୍ଷାର_ଅନ୍ତଘଟିଲା ମା ଦୁର୍ଗାଙ୍କ ଦିବ୍ୟ ପ୍ରତିମା ଦର୍ଶନ କରନ୍ତୁ
22/01/2024

#ବିରାଜିଲେ_ମାଦୁର୍ଗା
#ବହୁ_ପ୍ରତୀକ୍ଷାର_ଅନ୍ତଘଟିଲା
ମା ଦୁର୍ଗାଙ୍କ ଦିବ୍ୟ ପ୍ରତିମା ଦର୍ଶନ କରନ୍ତୁ

 ୍ରୀରାମ #ରାମମୟ_ସାରାବିଶ୍ଵ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଉର୍ଲେ
22/01/2024

୍ରୀରାମ
#ରାମମୟ_ସାରାବିଶ୍ଵ
ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଉର୍ଲେ

 #ଫଟୋରେ_ଖବର #ବିରାଜିବେ_ମାଦୁର୍ଗା ଚଳଚଞ୍ଚଳ ହୋଇଉଟିଛି ବିନିକା ସହର
22/01/2024

#ଫଟୋରେ_ଖବର
#ବିରାଜିବେ_ମାଦୁର୍ଗା
ଚଳଚଞ୍ଚଳ ହୋଇଉଟିଛି ବିନିକା ସହର

 #ଫଟୋରେ_ଖବର
21/01/2024

#ଫଟୋରେ_ଖବର

 #ଫଟୋରେ_ଖବର #ଆସୁଛନ୍ତି_ଜଗତଜନନୀ_ମାଦୁର୍ଗା ଘଟିବ ଅପେକ୍ଷାର ଅନ୍ତ,ପାଖେଇ ଆସୁଛି ପ୍ରାଣ ପ୍ରତିଷ୍ଠା ଉତ୍ସବ
20/01/2024

#ଫଟୋରେ_ଖବର
#ଆସୁଛନ୍ତି_ଜଗତଜନନୀ_ମାଦୁର୍ଗା
ଘଟିବ ଅପେକ୍ଷାର ଅନ୍ତ,ପାଖେଇ ଆସୁଛି ପ୍ରାଣ ପ୍ରତିଷ୍ଠା ଉତ୍ସବ

 #ଫୋଟୋରେ_ଖବର #ଜନସମୁଦ୍ର_ପାଲଟିଛି_ବିନିକାଜମୁଛି ମହିଷାସୁର ଦରବାର,ପଡ଼ିଛି ମୀନାବଜାର ବିନିକାରେ ଚାଲିଛି ମାଦୁର୍ଗାଙ୍କ ଭବ୍ୟ ମନ୍ଦିର ପ୍ରତିଷ...
18/01/2024

#ଫୋଟୋରେ_ଖବର
#ଜନସମୁଦ୍ର_ପାଲଟିଛି_ବିନିକା
ଜମୁଛି ମହିଷାସୁର ଦରବାର,ପଡ଼ିଛି ମୀନାବଜାର
ବିନିକାରେ ଚାଲିଛି ମାଦୁର୍ଗାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ

Address


Website

Alerts

Be the first to know and let us send you an email when Anachalika Sambadika Sangha, Binka posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share