JAY Prasant Tripathy

JAY Prasant Tripathy ଏହି ଜୀବନ ସମାଜ ମଙ୍ଗଳ ପାଇ ଯାଉ

Permanently closed.
04/10/2024

କୌରବ ମାନେ ଯେତେ ଚେଷ୍ଟା କଲେ ବି ପାଣ୍ଡବ ମାନଙ୍କୁ ହତ୍ୟା କରିବା ପାଇଁ କିନ୍ତୁ ପାରିଲେ ନାହିଁ ଧର୍ମ କୁ କେବେ କେହି ହତ୍ୟା କରିପାରିବେ ନାହିଁ। ସଦାବେଳେ ଧର୍ମ ସହିତ ରୁଅନ୍ତୁ କଷ୍ଟ ସହିବାକୁ ମଧ୍ୟ ପଡ଼ିବ। ଜୟ ଶ୍ରୀ କୃଷ୍ଣ 🙏

02/10/2024

ଦେଶର ବାସ୍ତବିକ ଅଳିଆ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର ଏହି ଅଳିଆ କୁ ଆଗ ସଫା କରାଯାଉ। ତା ପରେ ଅନ୍ୟ ଅଳିଆମାନ ସଫା କରିବେ

🙏🙏🙏🙏
02/10/2024

🙏🙏🙏🙏

19/09/2024

ଆମେ ସନାତନ ଧର୍ମ ର ହେଇ ଆମେ ଆମ ଆସ୍ତା କୁ ନେଇ ଯାତ୍ରା, କମେଡି, ମନୋରଞ୍ଜନ କରିଥାଉ ଏହା କେତେ ଦୂର ଠିକ୍ ବନ୍ଧୁ ଆପଣ ଥରେ ବିଚାର କରନ୍ତୁ

ଜନ୍ମ ଦିନର ଅନେକ ଅଭିନନ୍ଦନ ଆମ ଦେଶର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜି 🙏🙏🌷🌷🎂🎂
17/09/2024

ଜନ୍ମ ଦିନର ଅନେକ ଅଭିନନ୍ଦନ ଆମ ଦେଶର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜି 🙏🙏🌷🌷🎂🎂

16/09/2024

ଜୟ ଜଗନ୍ନାଥ ବନ୍ଧୁ। ଏଠି କାମ କମ୍ ପ୍ରହସନ ଅଧିକ

13/12/2023

ଆଜି କଲେଜ ଦଳୀୟ ଅଫିସ ଆଉ ସେଠାକାର ଶିକ୍ଷା ଦାନ ଦେଉଥିବା ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରି ସମସ୍ତେ ଭଲ ରାଜନୀତି କରୁଛନ୍ତି ପାଣ୍ଡିଆନ ପାଇଁ କିଛି ଲୁଟିବାକୁ ଲକ୍ଷ୍ୟ ଅଛି ଆଗକୁ ଆଜି ଏମାନଙ୍କ ପାଇଁ ମନ୍ଦିର ପରୀ ମହାବିଦ୍ୟାଳୟ ଗୁଡିକ ଆଜି କିଛି ନେତାଙ୍କ ଆଡାସ୍ଥଳୀ ପାଲିଟିଛି. | ସବୁବେଳେ କୋଟି ଟଙ୍କା ର ଦୁର୍ନୀତି ହେଉଛି ଗରିବ ନିରୀହ ଜନତାଙ୍କ ହକ ଛଡେଇ ନେଉଛନ୍ତି. ବିରୋଧୀ ଦଳର ପଟିଆ ସହଯୋଗ ଯୋଗୁଁ ଆଜି ଏପରି ହେଉଛି ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସ ପଯ୍ୟନ୍ତ ସମସ୍ତେ ପିସି ନେଇ ଜନତାଙ୍କୁ ପେଶୀ ସାରିଲଣି ଆମର ଏଠି ଗଣତନ୍ତ୍ର ନାମରେ ପ୍ରହସନ ଚାଲେ ଗୋଟିଏ ତାମିଲ ସଚିବ କୋଟି କୋଟି ଟଙ୍କା ଓଡ଼ିଆ ଙ୍କର ଖର୍ଚ୍ଚ କରି ଲୁଟିଲେ ଏହାକୁ ବିରୋଧ କରିବାକୁ କେହି ନାହାନ୍ତି. ଯଦି କେନ୍ଦ୍ରୀୟ ସଂସ୍ଥା IT, CBI ପାଣ୍ଡିଆନ ଘରେ ରେଡ କରିବେ ଦେଖିବେ ଟଙ୍କା ଗଣିପାରିବେ ନାହିଁ କିନ୍ତୁ ଏମାନଙ୍କର ସାହସ ହେଉନି ପାଣ୍ଡିଆନ ଉପରେ ରେଡ କରିବାକୁ ଖାଲି ଏମାନେ ସକାଳେ ସନ୍ଧ୍ୟା ରେ ମିଡ଼ିଆ ଆଗକୁ ଆସନ୍ତି ନିଜ ଚେହେରା ଦେଖେଇବାକୁ ସବୁ ଦୁର୍ନୀତି ର ମୂଳ ପାଣ୍ଡିଆନ କିନ୍ତୁ ଓଡିଶା ରେ ବିରୋଧୀ ଦଳ ପାଣ୍ଡିଆନ ଙ୍କୁ ଡରୁଛନ୍ତି.

30/11/2023

ଓଡିଶା ରେ ସମ୍ବିଧାନ ନାମରେ ପ୍ରହସନ ଚାଲିଛି. ଜୟ ଜଗନ୍ନାଥ 🙏

30/08/2023

ଜୟ ଜଗନ୍ନାଥ

30/08/2023
05/04/2023

Address

Bhubaneswar
ଜୟଜଗନ୍ନାଥ

Telephone

+18764378766

Website

Alerts

Be the first to know and let us send you an email when JAY Prasant Tripathy posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JAY Prasant Tripathy:

Share