Tv9 kosala

Tv9 kosala news & website
(1)

ସମ୍ବଲପୁରୀ ଭାଷାଥି ଆମର YouTube ଚ୍ୟାନେଲକେ ସବ୍ - ସ୍କ୍ରାଇବ କରୁନ । ଆମେ ଆସୁଛେ କମ୍ ସମ୍ୟାନି...
24/03/2024

ସମ୍ବଲପୁରୀ ଭାଷାଥି ଆମର YouTube ଚ୍ୟାନେଲକେ ସବ୍ - ସ୍କ୍ରାଇବ କରୁନ । ଆମେ ଆସୁଛେ କମ୍ ସମ୍ୟାନି...

Share your videos with friends, family, and the world

ଝାରସୁଗୁଡ଼ା ଖେରୁଆଳ ନେ ନବ ଦାସଙ୍କର ଶେଷକୃତ୍ୟ ସମାପନ ହେଲା । ତାଁକର୍ ପୁଅ ବିଶାଲ ଦାସ୍ ମୁଡ୍ ଜୁଏ ଦେଲେ ।
30/01/2023

ଝାରସୁଗୁଡ଼ା ଖେରୁଆଳ ନେ ନବ ଦାସଙ୍କର ଶେଷକୃତ୍ୟ ସମାପନ ହେଲା । ତାଁକର୍ ପୁଅ ବିଶାଲ ଦାସ୍ ମୁଡ୍ ଜୁଏ ଦେଲେ ।

29/01/2023

ଚିକିତ୍ସ୍ସା ଚାଲିଥିବାର ଅବସ୍ଥାନେ ନବ ଦାସଙ୍କର ପର୍ ଲୋକ ହେଇଛେ ।

29/01/2023

ନବ ଦାସ ଙ୍କୁ ଜନେ ପୁଲିସ୍ କର୍ମଚାରୀ ଗୁଲି କରିଛନ୍ ବୋଲି (ଏସ୍ ଡି ପିଓ) ଙ୍କର୍ ସୂଚନା... ତାର ନାଁ ଗୋପାଲ ଦାସ୍ ସେ ଗାନ୍ଧୀଛକ ଫାଣ୍ଡି (ଏ ଏସ୍ ଆଇ) ଭାବେ କାମ୍ କରୁଛନ୍ l

25/01/2023

କଲା ଲାଗିି ରଙ୍ଗବତୀ ଗୀତର ଗାୟୀକା କ୍ରିଷ୍ନା ପଟେଲ୍ ଙ୍କେ ମିଳବା ପଦ୍ମଶ୍ରୀ ପୁରସ୍କାର ।

ଜିଲ୍ଲା ପରତିନିଧି ଦରକାର ଜଲଦି ଜଲଦି ଯୋଗାଯୋଗ କରୁନ୍
14/01/2023

ଜିଲ୍ଲା ପରତିନିଧି ଦରକାର ଜଲଦି ଜଲଦି ଯୋଗାଯୋଗ କରୁନ୍

14/01/2023

ଆଏଜ୍ ମକର ସଂକ୍ରାନ୍ତି ଥି ବଡ଼ମ୍ବା ସିଂହନାଦ ପୀଠ ନେ ଟି ବ୍ରିଜ୍ ଉପରେ ଗୁର୍ଦୁଟେ ଲୋକ ଭିଡ ଲାଗିି ଦଳା ଚକଡା ଥି କିଛି ଲୋକ ଆହତ ହେଇଛନ୍ ବୋଲିକରି ସୂଚନା ଆସୁଛେ l

14/01/2023

କେସିଆର୍ ସାଙ୍ଗେ ଭେଟ୍ ଘାଟ କରିଛନ୍ ପୂର୍ବତନ୍ ମୁଖ୍ୟ ମନ୍ତ୍ରୀ ଗିରିଧାରୀ ଗାମାଙ୍ଗୋ ଆରୁ ତାକର ପୁଓ ଶିଶିର ଗାମାଙ୍ଗୋ

14/01/2023

କେସିଆର୍ ସଙ୍ଗେ ଭେଟ୍ ଘାଟ କରିଛନ୍ ପୂର୍ବତନ୍ ମୁଖ୍ୟ ମନ୍ତ୍ରୀ ଗିରିଧାରୀ ଗାମାଙ୍ଗୋ ଆରୁ ତାକର ପୁଓ ଶିଶିର ଗାମାଙ୍ଗୋ

14/01/2023

ଆମର ଇଟା ପରବ୍ ମକର ସଂକ୍ରାନ୍ତି l ସୂରୁଜ ଦେବତାର ପରବ ଇ ମକର ସଂକ୍ରାନ୍ତି l ଆମର୍ ଦେଶର ଗାଁ ନୁ ସହର୍ ତକ୍ ଇ ପରବ ଲୋକମନେ ଉସତ୍ ଆନନ୍ଦ ଥି ପାଳନ କରସନ l ବେଶୀ କରି ଦକ୍ଷିଣ୍ ଭାରତ୍ ଥି ଇ ପରବ କେ ଜୋର୍ ସୋର୍ ରେ ମାନସନ ଆରୁ ଇ ପରବ ନା ପୋଙ୍ଗଲ ବୋଲି କହୁଛନ୍ l ଇ ପରବ କେ ଗୁଜରାଟ ବି ମାନସନ୍ l ଇ ଦିନେ ସୁରଜ ଦେବତା ଆରୁ ଶିବ ବାବାକେ ପୂଜା ପାଠ କରସନ l ପୁରୀ ଜଗନ୍ନାଥ ମନ୍ଦିରେ ବି ବଡେ ପୂଜା ପାଠ ଚାଲସି l ଇ ଦିନେ ଛୋଟ୍ ଛୋଟ ପିଲା ମାନେ ପଟାଙ୍ଗୀ ଉଡ଼ାସନ୍ ଆରୁ ଗୁରୁଦୁ ମଜା ନେସନ l ଜ୍ୟୋତିଷ ଶାସ୍ତ୍ର ହିସାବେ ଇ ପରବ ର ବଡେ ଟେ ମହତ୍ ଅଛେ l ଆଏଜ ଠାନୁ ସୁରଯ ଦେବତା ଧନୁ ରାଶି ଠାନୁ ମକର ରାଶି କେ ଆଏସନ୍ ବା ଚଳନ ହେସନ୍ ହେତୀର ଲାଗି ଇ ପରବ କେ ମକର ସଂକ୍ରାନ୍ତି ବୋଲି କହେସନ୍ l ଇ ଦିନ ଠାନୁ ସୁରଯ ଦେବତା ଉତୁରାୟଣ ଗତି କରସନ୍ ହେତିର ଲାଗି ଇ ଦିନୁ ଶୁଭ କାମ୍ ମାନେ ଆରମ୍ କରବାର ବିଧିଟେ ଅଛେ l ଆଏଜ ଠାନୁ ଦିନ ବଡ଼ ହେବା ଆରୁ ରାଏତ ଟା ଛୋଟ ହେବା ସଙ୍ଗେ ଖରାର ବି ତେଜ୍ ବଢ଼ବା l ଇ ଦିନରେ ଆମର୍ ଆଡେ ଜଗନ୍ନାଥ ମନ୍ଦିର ଥି ମକର ଚାଉଳ ଭୋଗ ଲାଗସି ଆରୁ ଇ ଚାଉଲ କେ ମନ୍ଦିର୍ ପୂଜାରୀ ମାନେ ଘର ଘର ଦେଶନ୍ l ଆଜିର୍ ଦିନେ ତୁଲସୀ ଚଅରା ତଳେ ଦୀପ୍ ଜାଳି ପୂଜା ପାଠ କରି ଦୁଇ ସାଙ୍ଗ ଭିତର ବନ୍ଧୁତାକେ ଆର୍ଟିକେ ମଜବୁତ୍ କରବାର ଲାଗି ଦୀପ୍ କେ ସାକ୍ଷୀ ରଖି ମକର ବସସନ ।

  Vacancy
11/01/2023

Vacancy

କୋସଳାଞ୍ଚଳ ଦୀର୍ଘ ବରସରୁ ହେଲା ଅବହେଳାର ଶୀକାର ହେଇଆସୁଛେ l। ଦୀର୍ଘ ୭୫ ବଛର ଦାବୀ ଆରୁ ୩ ଦଶନ୍ଧୀର ଆନ୍ଦୋଳନ ପରେ ବି ଆମକୁ ଅଣଦେଖା କରାଯାଉଛେ...
24/12/2022

କୋସଳାଞ୍ଚଳ ଦୀର୍ଘ ବରସରୁ ହେଲା ଅବହେଳାର ଶୀକାର ହେଇଆସୁଛେ l। ଦୀର୍ଘ ୭୫ ବଛର ଦାବୀ ଆରୁ ୩ ଦଶନ୍ଧୀର ଆନ୍ଦୋଳନ ପରେ ବି ଆମକୁ ଅଣଦେଖା କରାଯାଉଛେ । ଏହାଦେ ହାଇକୋର୍ଟ ବେଞ୍ଚ ମାମଲାରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଚଳିତ ଶତାବ୍ଦୀର ସବୁଠାନୁ ବଡ ଦୁର୍ଘଟଣା l ହାଇକୋର୍ଟ ଦାବୀ ନେଇ ଆନ୍ଦୋଳନ କରୁଥିବା ଆଇନଜୀବୀ ଆରୁ ବୁଦ୍ଧିଜୀବୀ ସଂଗଠନ ସ୍ୱତନ୍ତ୍ର ରାଜ୍ୟ ଦାବୀ ନେଇ ଆଗକେ ଆସୁନ । କୋସଲରାଜ୍ୟ ସମନ୍ୱୟ ସମିତି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ସମନ୍ୱୟ ସମିତିର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର କହିଛନ ଯେ, ଦେଶର ଏକ ଗରୀବ ଅଞ୍ଚଳର ଲୋକ ନ୍ୟାୟ ଅପେକ୍ଷାରେ ଅଛନ । ଅନେକ ବର୍ଷର ଦାବୀ ପରେ ସରକାର ଆଘୋ ଘଡେଇ କମିଶନ ଆର ତାର ପରେ ପାଲ କମିଶନ ଗଠନ କରିଥିଲେ । ଏନ୍ତାକି ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ କମିଶନ ବସାବା ପରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କଲେ । ୧୯୩୬ ମସିହାରେ ଓଡିଶା ଗଠନ ଆର ୧୯୪୮ରେ ଗଡଜାତ ମିଶ୍ରଣ ପରେ ବାର ବାର ଇ ଅଞ୍ଚଳକେ ଅବହେଳା କରାଯାଇଛେ । ନ୍ୟାୟ ଅପେକ୍ଷାରେ ଥିବା କୋସଳାଞ୍ଚଳର ଲୋକଙ୍କ ଦାବୀକେ ସୁପ୍ରିମକୋର୍ଟରେ ଠିକ୍‌ରେ ଉପସ୍ଥାପିତ ନାଇଁ କରାଯାଇ । ଯାହାର ଲାଗି ଆମର ଦାବୀ ନ୍ୟାୟିକ ସ୍ୱିକୃତୀ ନାଇଁ ପାଇ ପାରି । ଏହାଦେ ଆର ବେଞ୍ଚ ଦାବୀ ଛାଡି ସିଧାସଳଖ ସ୍ୱତନ୍ତ୍ର ରାଜ୍ୟ ଦାବୀ କରିବାକେ ପଡିବା । ସ୍ୱତନ୍ତ୍ର ରାଜ୍ୟ ଦାବୀ ହିଏକା ସବୁ ସମସ୍ୟାର ସମାଧାନ । କୋସଳାଞ୍ଚଳକେ ରାଜ୍ୟ ସରକାର ବାରବାର ଅବହେଳା କରିଆସୁଥିବା ବେଲକେ ଇ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁରଥିବା ନେତାମାନେ ଅର୍ଥ ଯୋଗାଡ ଆର ନିଜ ପୁଅ ଆର ନିଜର ଲୋକମାନକେ ରାଜନୈତିକ ଥଇଥାନ କରବାରେ ବ୍ୟସ୍ତ ଅଛନ୍ । ରାଜନେତାମାନଙ୍କ ଉଦାସୀନତା ଆର ସରକାରୀ ଅବହେଳାର ପ୍ରତିବାଦ ଲାଗି ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବୀନେ ଆଗାମୀ ଦିନେ ବିଶାଳ କୋଶଳ ମହାପଞ୍ଚାୟତ ଆୟୋଜିତ ହେବା । ଇ ଆନ୍ଦୋଳନରେ ଓକିଲ, ଛାତ୍ର, ଶ୍ରମିକ, ବୁଦ୍ଧିଜୀବୀ ସାମିଲ ହେବାକେ ଆହ୍ୱାନ ଦିଆଯାଇଛି । ବଲାଙ୍ଗୀର ସାମ୍ବାଦିକ ଭାବନନେ ଆଜିର ଇ ସାମ୍ବାଦିକ ସମ୍ବିଳନୀରେ କୋସଲ ରାଜ୍ୟ ସମନ୍ୱୟ ସମିତର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ମିଳିତ ଟ୍ରେଡ ୟୁନିୟନର ସଭାପତି ବିଭୁଦତ୍ତ ମିଶ୍ର, ଜମାଲ ଖାନ, ରଣରାଜ ସିଂଦେଓ, ରବି ମିଶ୍ର ପ୍ରମୁଖ ମଞ୍ଚାସୀନ ହେଇ ନିଜର ମତା ମତ ଦେଇଛନ l ଇଆଡ଼େ କୋଶଲ ଦାବୀ ନେଇ ରାଜନୀତି ପାଗ ଗରମ ହେଉଥିବା ବେଲେ ଭିନ ଭିନ ଅଞ୍ଚଲକେ ଜିଲ୍ଲା ଦାବୀ ନିଆଁ ନେ ଘି ଢାଲଲା ଭଲିଆ ଦେଖବା କେ ମିଲୁଛେ l

TV9 କୋଶଲ ବ୍ୟୁରୋ : କରୋନା ସଂକ୍ରମଣକେ ବ୍ରେକ ଦେବାର ଲାଗି ଭାରତ ସରକାରଙ୍କ ତରଫରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବାର ସୂଚନା ମିଲିଛେ । ଚୀ...
24/12/2022

TV9 କୋଶଲ ବ୍ୟୁରୋ : କରୋନା ସଂକ୍ରମଣକେ ବ୍ରେକ ଦେବାର ଲାଗି ଭାରତ ସରକାରଙ୍କ ତରଫରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବାର ସୂଚନା ମିଲିଛେ । ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଆର ଥାଇଲାଣ୍ଡରୁ ଆସୁଥିବାର ବ୍ୟକ୍ତିଙ୍କ ଲାଗି ‘ଆର୍‌ଟି-ପିସିଆର୍’ ଟେଷ୍ଟ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ ।

ହକି ବିଶ୍ଵକପ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡକାଯିବା ବୋଲି କହିଛନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହକି ବିଶ୍ଵକପ ଲାଗି ଜୋରସୋରର...
24/12/2022

ହକି ବିଶ୍ଵକପ ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଡକାଯିବା ବୋଲି କହିଛନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ହକି ବିଶ୍ଵକପ ଲାଗି ଜୋରସୋରରେ ଚାଲିଛେ କାମ । ଇନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସବୁ ଦଲ କେ ନେଇ ବୈଠକ ବସିଛେ । ପୁରୁଷ ହକି ବିଶ୍ବକପ ୨୦୨୩ର ଆୟୋଜନ ଆର ଭିନ ଭିନ କାର୍ଯ୍ୟକ୍ରମର କେନ୍ତା ଭଲ ଭାବେ ହେବା ସେଥିର ଲାଗି ମୁଖ୍ୟମନ୍ତ୍ରୀ ସବୁ ରାଜନୈତିକ ଦଳର ସହଯୋଗ ନେଇଛନ୍। ହକି ବିଶ୍ବକପ କାର୍ଯ୍ୟକ୍ରମରେ ଯୋଗ ଦେବାର ଲାଗି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ବୋଲି କହିଛନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ହକି ବିଶ୍ବକପ ପ୍ରସ୍ତୁତିରେ ସହଯୋଗ ଲାଗି କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣେଇଛନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଇଭଲିଆ ଆୟୋଜନ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରକୁ ପ୍ରଶଂସା କରିଛନ । ଲଗାତାର ଦୁଇ ନମ୍ବର ଥର ଲାଗି ବିଶ୍ବକପ ହକି ଆୟୋଜନ ଲେଖେନ ବିରଳ ଘଟଣାକେ ପାଠ୍ ବହିରେ ସାମିଲ କରବାର ସାଙ୍ଗେ ସହରକେ ସାଫସୂତରା ରଖବାର ଲାଗି ନାଗରିକଙ୍କୁ ସାମିଲ କରିବା ଲାଗି ମତ ରଖିଛନ୍। ତାର ସାଙ୍ଗେ ରାଉରକେଲା-ଭୁବନେଶ୍ବର ରେଳପଥକେ ହକି ଲାଗି ବ୍ରାଣ୍ଡିଂ କରବାକେ ନିଜର ମତ ଦେଇଛନ କେନ୍ଦ୍ରମନ୍ତ୍ରୀ। ବିଶ୍ବକପ ଆୟୋଜନକେ ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବଢ଼େଇଛେ ବୋଲି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ମତ ରଖିଛନ୍ । ସେ ଆଡେ ଟିକେଟ ବିକ୍ରିକେ ନେଇକରି ନିରାଶ ହେଇଛନ୍ ଖେଲ ପ୍ରେମୀ l ଲମ୍ବା ସମିଆ ତକ ଟିକେଟ କାଉଣ୍ଟର ରେ ଠିଆ ହେଲା ପରେ ଟିକେଟ ସରି ଯାଇଥିବାର ଉତ୍ତର ପାଏବାକେ ନାପସନ୍ଦ କରିଛନ ହକି ଖେଲ ପ୍ରେମୀ l ଇଥିର ଲାଗି ଖେଲ କମିଟିକେ ଟିକେ ନଜର ଦେବାକେ କହିଛନ ସମ୍ବଲପୁରର ହକି ପ୍ରେମୀ ସୀତାରାମ ଅଗ୍ରୱାଲ l

ରାଜ୍ୟସଭାନେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କରିଥିବା ଆଗତ “ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ୨୦୨୨” ପ୍ର...
24/12/2022

ରାଜ୍ୟସଭାନେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କରିଥିବା ଆଗତ “ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ୨୦୨୨” ପ୍ରସଙ୍ଗରେ ବିଲ ସପକ୍ଷରେ ନିଜର ମତାମତ ଦେବାର ସାଙ୍ଗେ ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ l ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ଅଂଶ ବଂଶ, ଗୋଷ୍ଠୀ ମାନକେ ରାଜ୍ୟ ଆଦିବାସୀ ତାଲିକାରେ ସାମିଲ କରବାର କାମକେ ବହୁତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଆଏ ବୋଲି କହିଛନ l ଅଣଆଦିବାସୀ ଲୋକ ଜାଲ ଜାତି ପ୍ରମାଣ ପତର ମାଧ୍ୟମରେ, ସମ୍ବିଧାନ ପ୍ରଦତ୍ତ ଅଧିକାର, ସଂରକ୍ଷଣ ସୁବିଧା ଛଡାଇ ନେବା ଅସମ୍ବିଧାନିକ କାମ । ହେତିର ଲାଗି ଦୁଃପ୍ଲିକେଟ ଆଦିବାସୀମାନଙ୍କୁ ଜାଲ ଜାତି ପ୍ରମାଣ ପତ୍ର ରବ୍ଦ କରି, ଚାକିରିରୁ ବହିଷ୍କାର କରିବା ସହିତ ଗିରଫ କରାଯାଉ, ନକଲି ଆଦିବାସୀ କର୍ମଚାରୀ ହଡପ କରିଥିବା ଦରମା ଭତ୍ତା ଜପତି କରିବାର ଲାଗି ସାଂସଦ ଶ୍ରୀ ବିଶି ଦାବୀ କରିଥିଲେ । ଏଥିର ସାଙ୍ଗେ କର୍ଣ୍ଣାଟକ ରାଜ୍ୟରେ ଥିବା ବେଟା କୁରୁବା କାଡୁ କୁରୁବା ଆଦିବାସୀ ସମ୍ପ୍ରଦାୟକକେ କର୍ଣ୍ଣାଟକ ଆଦିବାସୀ ତାଲିକାରେ ସାମିଲ କରିବାର ଲାଗି ବିଜେଡି ଦଳ ତରଫରୁ ସାଂସଦ ଶ୍ରୀ ବିଶି ସମର୍ଥନ କରିଛନ । କର୍ଣ୍ଣାଟକ ଭଳିଆ ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ସଂଶୋଧନ ବିଲ ଆନିକରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ସଅର, ପୋର୍ଜା, ପହରିଆ, ଦୁରୁଆ, ଧୂରୁଆ, ଧୂରୁୱା, ବଣ୍ଡା ପରଜା, ବୋଣ୍ଡା ପରଜା, ମାଙ୍କିଡିଆ, ଯୋଡ଼ିଆ, ଝୋଡ଼ିଆ, ଜାଡ଼ିଆ, ଝାଡ଼ିଆ, ଚୁକ ଟିଆ ଭୁଞ୍ଜିଆ, ପାଉଡି ଭୂୟାଁ ଆଦିବାସୀ ସମ୍ପ୍ରଦାୟକେ ଓଡିଶା ଆଦିବାସୀ ତାଲିକାରେ ସାମିଲ ଲାଗି ପଦକ୍ଷେପ ନେବାକେ କେନ୍ଦ୍ର ସରକାରର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ଦାବୀ କରିଛନ ।

23/12/2022

Coming Soon...
Follow, Like & Share ...

Address

Bhubaneswar
Bhubaneswar
751010

Alerts

Be the first to know and let us send you an email when Tv9 kosala posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tv9 kosala:

Videos

Share


Other Bhubaneswar media companies

Show All