Public News Odisha

Public News Odisha PUBLIC NEWS ODISHA
କଥାରେ ନୁହେଁ ଲୋକଙ୍କ କାମରେ...
(3)

30/04/2024

#ଆଖି_ସାମ୍ନାରେ_ଖଣ୍ଡ_ଖଣ୍ଡ_ହୋଇଗଲା_ବାଇକ
ବାଲେଶ୍ୱର ବସ୍ତା ରେଳ ଫାଟକରେ ବେପରୁଆ ରେଳ ଧାରଣା ପାର ହେଉଥିବା ସମୟରେ ଟ୍ରେନ ଦୁର୍ଘଟଣାରେ ବର୍ତ୍ତିଗଲେ ଯୁବକ କିନ୍ତୁ ଖଣ୍ଡ ଖଣ୍ଡ ହୋଇଗଲା ବାଇକ |

ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ
18/04/2024

ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ

ଘୋଷଣା ହେଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀଙ୍କ ନାମବାଲେଶ୍ବର - ଶ୍ରୀକାନ୍ତ ଜେନାଭୁବନେଶ୍ବର - ୟାସିର ନଓ୍ବାଜଭଦ୍ରକ - ଅନନ୍ତ ଚରଣ ସେଠୀକେନ...
13/04/2024

ଘୋଷଣା ହେଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀଙ୍କ ନାମ

ବାଲେଶ୍ବର - ଶ୍ରୀକାନ୍ତ ଜେନା
ଭୁବନେଶ୍ବର - ୟାସିର ନଓ୍ବାଜ
ଭଦ୍ରକ - ଅନନ୍ତ ଚରଣ ସେଠୀ
କେନ୍ଦ୍ରାପଡ଼ା - ସିଦ୍ଧାର୍ଥ ସ୍ବରୂପ ଦାସ
ଜଗତସିଂହପୁର - ରବୀନ୍ଦ୍ର କୁମାର ସେଠୀ
ଯାଜପୁର - ଅଞ୍ଚଳ ଦାସ
ଢେଙ୍କାନାଳ - ସସ୍ମିତା ବେହେରା
ପୁରୀ - ସୁଚରିତା ମହାନ୍ତି
କେନ୍ଦୁଝର- ମୋହନ ହେମ୍ବ୍ରମ୍

ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା |
07/04/2024

ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା |

ବିଜେଡି ରେ ସାମିଲ ହେଲେ ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | କିଛି ସମୟ ପୂର୍ବରୁ ବିଜେପିରୁ ଦେଇଥିଲେ ଇସ୍ତଫା |
07/04/2024

ବିଜେଡି ରେ ସାମିଲ ହେଲେ ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | କିଛି ସମୟ ପୂର୍ବରୁ ବିଜେପିରୁ ଦେଇଥିଲେ ଇସ୍ତଫା |

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏବଂ 5t ଅଧକ୍ଷଙ୍କୁ ଭେଟିଲେ ନୂଆକରି ବିଜେଡିରେ ମିଶିଥିବା ବିଭିନ୍ନ ଦଳର ନେତା ଏବଂ କର୍ମୀ |
31/03/2024

ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଏବଂ 5t ଅଧକ୍ଷଙ୍କୁ ଭେଟିଲେ ନୂଆକରି ବିଜେଡିରେ ମିଶିଥିବା ବିଭିନ୍ନ ଦଳର ନେତା ଏବଂ କର୍ମୀ |

22/03/2024

ଚାଲିଥିଲା ନାମ ଯଜ୍ଞ କୀର୍ତନ,
ଉଡେଇନେଲା ଅଦିନିଆ ଝାଡ଼ତୋଫାନ,,

କେବେ କେଉଁ ଦିନ କେଉଁଠି ହେବ ନିର୍ବାଚନ ଜାଣିରଖନ୍ତୁ....
16/03/2024

କେବେ କେଉଁ ଦିନ କେଉଁଠି ହେବ ନିର୍ବାଚନ ଜାଣିରଖନ୍ତୁ....

ଆକାଶମାର୍ଗରୁ ବାବା ଲିଙ୍ଗରାଜଙ୍କ ମନ୍ଦିରର ଅପୂର୍ବ ଦୃଶ୍ୟ...
08/03/2024

ଆକାଶମାର୍ଗରୁ ବାବା ଲିଙ୍ଗରାଜଙ୍କ ମନ୍ଦିରର ଅପୂର୍ବ ଦୃଶ୍ୟ...

ପବିତ୍ର ମହାଶିବରାତ୍ରି ଓ ଜାଗରଯାତ୍ରା ଉପଲକ୍ଷେଶୁଭେଚ୍ଛା ଓ ଅଭିନନ୍ଦନ 💐
07/03/2024

ପବିତ୍ର ମହାଶିବରାତ୍ରି ଓ ଜାଗରଯାତ୍ରା ଉପଲକ୍ଷେ
ଶୁଭେଚ୍ଛା ଓ ଅଭିନନ୍ଦନ 💐

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
17/01/2024

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

 ୍ନାଥ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ | ଚାରିଦ୍ବାରରେ ବେଦପାଠ ସହ ନାମ ସଂକୀର୍ତ୍ତନ ଭରି ଦେଉଛି ଆଧ୍ୟାତ୍ମିକତା। ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗ...
17/01/2024

୍ନାଥ
ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ | ଚାରିଦ୍ବାରରେ ବେଦପାଠ ସହ ନାମ ସଂକୀର୍ତ୍ତନ ଭରି ଦେଉଛି ଆଧ୍ୟାତ୍ମିକତା। ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ, ହୋମ ବିଧି ଅପରାହ୍ଣ ୧ଟା ଭିତରେ ସଂପନ୍ନ ହେବ। ପରେ ଲୋକାର୍ପଣ ସହ ପୂର୍ଣ୍ଣାହୁତି ନୀତି ସଂପନ୍ନ ହେବ।

ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଲୋକ ମାଳାରେ ସୁସଜିତ ହୋଇଛି ଶ୍ରୀମନ୍ଦିର |
13/01/2024

ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଲୋକ ମାଳାରେ ସୁସଜିତ ହୋଇଛି ଶ୍ରୀମନ୍ଦିର |

25/12/2023
ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଭୟଙ୍କର ଦୁର୍ଘଟଣା, ଦିଭାଇଡ଼ରକୁ କାର ପିଟି ହୋଇ ବସକୁ ସାମ୍ନାରୁ ଦେଲା ଧକା ଜଣେ ମୃତ, ଦୁଇ ଗୁରୁତର..
03/12/2023

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଭୟଙ୍କର ଦୁର୍ଘଟଣା, ଦିଭାଇଡ଼ରକୁ କାର ପିଟି ହୋଇ ବସକୁ ସାମ୍ନାରୁ ଦେଲା ଧକା ଜଣେ ମୃତ, ଦୁଇ ଗୁରୁତର..

01/12/2023

ସକାଳ ଦୈନିକ ପତ୍ରିକା ଏବଂ ନନ୍ଦିଘୋଷ ଟିଭିର ବିଶ୍ୱ ଏଡ୍ସ ଦିବସରେ ମିନି ମାରାଥନର କିଛି ଦୃଶ୍ୟ...

ସକାଳ ଦୈନିକ ପତ୍ରିକା ଏବଂ ନନ୍ଦିଘୋଷ ଟିଭିର ବିଶ୍ୱ ଏଡ୍ସ ଦିବସରେ ମିନି ମାରାଥନର କିଛି ଦୃଶ୍ୟ...
01/12/2023

ସକାଳ ଦୈନିକ ପତ୍ରିକା ଏବଂ ନନ୍ଦିଘୋଷ ଟିଭିର ବିଶ୍ୱ ଏଡ୍ସ ଦିବସରେ ମିନି ମାରାଥନର କିଛି ଦୃଶ୍ୟ...

ସକାଳୁ ସକାଳୁ ଦର୍ଶନ କରନ୍ତୁ ବାବା ଆଖଣ୍ଡଳମଣି ଙ୍କ ଅପୂର୍ବ ହର ଗୌରୀ ବେଶ 🙏
28/11/2023

ସକାଳୁ ସକାଳୁ ଦର୍ଶନ କରନ୍ତୁ ବାବା ଆଖଣ୍ଡଳମଣି ଙ୍କ ଅପୂର୍ବ ହର ଗୌରୀ ବେଶ 🙏

ଟନେଲ ଗର୍ଭରୁ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ୧୭ ଦିନ ପରେ ବାହାର ଦୁନିଆ ଦେଖିଲେ ୪୧ ଶ୍ରମିକ...
28/11/2023

ଟନେଲ ଗର୍ଭରୁ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ
୧୭ ଦିନ ପରେ ବାହାର ଦୁନିଆ ଦେଖିଲେ ୪୧ ଶ୍ରମିକ...

28/11/2023

ମଞ୍ଚରେ ଗୀତ ଗାଇଲେ ବିଜେପି ନେତା ସମ୍ବିତ ପାତ୍ର

କାହିଁକି ଫେକ ଫଟୋ ଛାଡିଲେ ଦୁତି ଚାନ୍ଦ, କାହିଁକି ପ୍ରଶଂସକଙ୍କୁ ଅମିତ ଭ୍ରମିତ କଲେ ? କେତେ ସତ୍ୟତା ଆପଣ ଦେଖନ୍ତୁ
27/11/2023

କାହିଁକି ଫେକ ଫଟୋ ଛାଡିଲେ ଦୁତି ଚାନ୍ଦ, କାହିଁକି ପ୍ରଶଂସକଙ୍କୁ ଅମିତ ଭ୍ରମିତ କଲେ ?
କେତେ ସତ୍ୟତା ଆପଣ ଦେଖନ୍ତୁ

ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହେଲେ 5T ଓ ନବୀନ ଓଡ଼ିଶାର ଅଧକ୍ଷ ଭି. କେ ପାଣ୍ଡିଆନ
27/11/2023

ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହେଲେ 5T ଓ ନବୀନ ଓଡ଼ିଶାର ଅଧକ୍ଷ ଭି. କେ ପାଣ୍ଡିଆନ

ପବିତ୍ର କାର୍ତିକ ପୂର୍ଣମୀ ଓ ବୋଇତ ବନ୍ଦାଣ ଉତ୍ସଵରଶୁଭେଚ୍ଛା ଓ ଶୁଭକାମନା..
26/11/2023

ପବିତ୍ର କାର୍ତିକ ପୂର୍ଣମୀ ଓ ବୋଇତ ବନ୍ଦାଣ ଉତ୍ସଵର
ଶୁଭେଚ୍ଛା ଓ ଶୁଭକାମନା..

24/11/2023

ନୀଳଚକ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାନା ପରିବର୍ତ୍ତନର ଦୃଶ୍ୟ

24/11/2023

ଦର୍ଶନ କରନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟା ଆଳତୀ

ଗଣମାଧ୍ୟମ ଜଗତରେ TRP ଦୌଡ଼ରେ ହୁଏତ ପଛରେ ରହିଯିବୁ, କିନ୍ତୁ ଖବରର ନିରପେକ୍ଷତା, ସତ୍ୟତା ଓ ତର୍ଜମା କରିବା ପରେ ଆପଣଙ୍କ ହାତମୁଠାକୁ ଟାଣ କରିବ...
23/11/2023

ଗଣମାଧ୍ୟମ ଜଗତରେ TRP ଦୌଡ଼ରେ ହୁଏତ ପଛରେ ରହିଯିବୁ, କିନ୍ତୁ ଖବରର ନିରପେକ୍ଷତା, ସତ୍ୟତା ଓ ତର୍ଜମା କରିବା ପରେ ଆପଣଙ୍କ ହାତମୁଠାକୁ ଟାଣ କରିବୁ, ଏହା ପ୍ରତିଶୃତି ଦେଉଛୁ 🙏

କେବଳ ଆପଣଙ୍କ ଆଙ୍ଗୁଠି ଟିପରେ ଜାଗା ଖୋଜୁଛୁ......
ଆମ ସହ ଯୋଡି ହୋଇ ରହିବା ପାଇଁ
like, follow share and subscribe କରନ୍ତୁ

 #ବିଶ୍ୱକପ2023_ମହାମୁକାବିଲାଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚଭାରତ ବିଶ୍ୱକପ ବିଜୟୀ ହେବା ପାଇଁ ଥରେ ଲେଖନ୍ତୁ "ଜୟ ଜଗନ୍ନାଥ"
19/11/2023

#ବିଶ୍ୱକପ2023_ମହାମୁକାବିଲା
ଭାରତ ବନାମ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ
ଭାରତ ବିଶ୍ୱକପ ବିଜୟୀ ହେବା ପାଇଁ ଥରେ ଲେଖନ୍ତୁ "ଜୟ ଜଗନ୍ନାଥ"

ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛା ଓ ଶୁଭକାମନା 💐
18/11/2023

ଭାରତୀୟ କ୍ରିକେଟ ଟିମକୁ ଶୁଭେଚ୍ଛା ଓ ଶୁଭକାମନା 💐

 #ପ୍ରଥମ_ସେମିଫାଇନାଲରେ_ଭାରତ_ନ୍ୟୁଜଲ୍ୟଣ୍ଡ_ମୁହାଁ_ମୁହିଁ #କିଏ_ଜିତିବ_ଆଜିର_ମ୍ୟାଚ୍_?
15/11/2023

#ପ୍ରଥମ_ସେମିଫାଇନାଲରେ_ଭାରତ_ନ୍ୟୁଜଲ୍ୟଣ୍ଡ_ମୁହାଁ_ମୁହିଁ
#କିଏ_ଜିତିବ_ଆଜିର_ମ୍ୟାଚ୍_?



Address

Bhubaneswar Odisha
Bhubaneswar
751010

Telephone

+917077931250

Website

Alerts

Be the first to know and let us send you an email when Public News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Public News Odisha:

Videos

Share

Nearby media companies


Other Broadcasting & media production in Bhubaneswar

Show All