Mancha Kalakar

Mancha Kalakar Odia Jatra Entertainment Channel || The Odishan jatras are very popular across Odisha across rural settings mostly focused on mythological themes.

Jatra (Odia: ଯାତ୍ରା) is a type of Odia theater performance in the Indian state of Odisha. The Jatra season begins from autumn and continues until the monsoon months of June. The Jatra is usually performed on an open-air stage with an audience seated on all sides. The performance includes play, music and dance. The origin of Jatra is variously attributed to the Natya Shastra and the rise of Vaishna

vism in Odisha by 16th cen CE. The Odia jatra tradition has evolved and diversified through centuries from stories based on the epics with theater performance in Odisha based on stories of Mahabharata and Ramayana and later modern plays were also included. Jatra was revived during the period of Baishṇaba Pāṇi with the introduction of "gitinatya" (musical performance). The Odishan jatras are very popular across Odisha across rural settings mostly focused on mythological themes.

ଫୁଲ ବୋବାଲ କରିବ କଳାର ମୟୁର ସିଂହାସନ ଯାତ୍ରା ଶ୍ରୀ ବିଶ୍ୱ ଦରବାର ଆସନ୍ତା ଯାତ୍ରା ଋତୁ ୨୦୨୪-୨୫ ରେ.
02/05/2024

ଫୁଲ ବୋବାଲ କରିବ କଳାର ମୟୁର ସିଂହାସନ ଯାତ୍ରା ଶ୍ରୀ ବିଶ୍ୱ ଦରବାର ଆସନ୍ତା ଯାତ୍ରା ଋତୁ ୨୦୨୪-୨୫ ରେ.

"ହାରିବନି କେବେ ବାପର ପୁଅ "ନାଟ୍ୟକାର:-ଅଜୟ ସ ନିର୍ଦ୍ଦେଶକ:-ତାପସ ସ୍ୱାଇଁ ସଙ୍ଗୀତ:-ମିହିର ମହାନ୍ତି ଗୀତ:-ପଞ୍ଚାନନ ସାର
02/05/2024

"ହାରିବନି କେବେ ବାପର ପୁଅ "

ନାଟ୍ୟକାର:-ଅଜୟ ସ
ନିର୍ଦ୍ଦେଶକ:-ତାପସ ସ୍ୱାଇଁ
ସଙ୍ଗୀତ:-ମିହିର ମହାନ୍ତି
ଗୀତ:-ପଞ୍ଚାନନ ସାର

01/05/2024
Jitu Kumar
01/05/2024

Jitu Kumar

ଅପେରା ଅଶୋକ ସାମ୍ରାଟ ରେ ନାୟିକା ରୂପଶ୍ରୀ, ରୂପରେ ସେ ରୂପବତୀ, କଳାରେ ରେ କଳାବତୀ, ଏମିତି ଅଭିନୟ କରନ୍ତି ସେ ଦର୍ଶକ ହୁଅନ୍ତି ଆକୃଷ୍ଟ !!!!
01/05/2024

ଅପେରା ଅଶୋକ ସାମ୍ରାଟ ରେ ନାୟିକା ରୂପଶ୍ରୀ, ରୂପରେ ସେ ରୂପବତୀ, କଳାରେ ରେ କଳାବତୀ, ଏମିତି ଅଭିନୟ କରନ୍ତି ସେ ଦର୍ଶକ ହୁଅନ୍ତି ଆକୃଷ୍ଟ !!!!

01/05/2024

ଯାତ୍ରା ଧଉଳି ଗଣନାଟ୍ୟ 2024/25 Star Cast

ସନ୍ଦେହୀ ସିନ୍ଦୁର (ଦୁର୍ଗା ମନ୍ଦିର) ନାଟକ ର ଶେଷ ଦୃଷ୍ୟ
01/05/2024

ସନ୍ଦେହୀ ସିନ୍ଦୁର (ଦୁର୍ଗା ମନ୍ଦିର) ନାଟକ ର ଶେଷ ଦୃଷ୍ୟ

Dance queen Dipa, ଏ ବର୍ଷ ସୂର୍ଯ୍ୟ ମନ୍ଦିର ରେ,,,
01/05/2024

Dance queen Dipa, ଏ ବର୍ଷ ସୂର୍ଯ୍ୟ ମନ୍ଦିର ରେ,,,

Vintage 1983 Word Cup Winning Indian Squad..
26/04/2024

Vintage 1983 Word Cup Winning Indian Squad..

ଆଗାମୀ ଯାତ୍ରା ଋତୁ ୨୦୨୪-୨୫ ରେ ଦେଖନ୍ତୁ ଯୁବ ଉଦୟମାନ  stylish Hero #ରଞ୍ଜନ ଙ୍କୁ ଯାତ୍ରା ଇନ୍ଦ୍ରଭୁବନ  ମଞ୍ଚରେ...
24/04/2024

ଆଗାମୀ ଯାତ୍ରା ଋତୁ ୨୦୨୪-୨୫ ରେ ଦେଖନ୍ତୁ
ଯୁବ ଉଦୟମାନ stylish Hero
#ରଞ୍ଜନ ଙ୍କୁ ଯାତ୍ରା ଇନ୍ଦ୍ରଭୁବନ ମଞ୍ଚରେ...

ଯାତ୍ରା ଜଗତର ଜଣାଶୁଣା ବହୁ ଚର୍ଚ୍ଚିତ ଉପସ୍ଥାପିକା ଶୁଭଶ୍ରୀଙ୍କୁ ହୀରାଲାଲ ଫାଉଣ୍ଡେସନ ତରଫରୁ ନବମ ଓଡ଼ିଶା ଯାତ୍ରା ଆୱାର୍ଡ଼,୨୦୨୪ ପାଇଁ ସମ୍ମ...
23/04/2024

ଯାତ୍ରା ଜଗତର ଜଣାଶୁଣା ବହୁ ଚର୍ଚ୍ଚିତ ଉପସ୍ଥାପିକା ଶୁଭଶ୍ରୀଙ୍କୁ
ହୀରାଲାଲ ଫାଉଣ୍ଡେସନ ତରଫରୁ ନବମ ଓଡ଼ିଶା ଯାତ୍ରା ଆୱାର୍ଡ଼,୨୦୨୪ ପାଇଁ ସମ୍ମାନିତ ପାଇଁ ମୋନୋନିତ କରାଯାଇଛି

ମଞ୍ଚରେ ଶଶୀ ବୁଣନ୍ତି ଖୁସି.....ନାଟ୍ୟ ସମ୍ରାଟ ପୃଥ୍ୱୀରାଜ୍ ମଞ୍ଚରେ ଖୁସିର ଲହଡି ଉଠିବ.... ଯାତ୍ରା ଜଗତର ହାସ୍ୟ ନାୟିକା ଶଶୀ ଅଭିନୟ ମାଧ୍ୟମ...
22/04/2024

ମଞ୍ଚରେ ଶଶୀ ବୁଣନ୍ତି ଖୁସି.....ନାଟ୍ୟ ସମ୍ରାଟ ପୃଥ୍ୱୀରାଜ୍ ମଞ୍ଚରେ ଖୁସିର ଲହଡି ଉଠିବ.... ଯାତ୍ରା ଜଗତର ହାସ୍ୟ ନାୟିକା ଶଶୀ ଅଭିନୟ ମାଧ୍ୟମରେ ମଞ୍ଚରେ ବୁଣି ଚାଲିବେ ଖୁସି.... ସେ କିନ୍ତୁ ପରିଚିତ ଖୁସି ନାମରେ!!!

ନାୟିକା ସାରା ଆସନ୍ତା ବର୍ଷ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ୍ ମଞ୍ଚରେ.... ଏକାଧିକ ରଙ୍ଗମଞ୍ଚରେ ଅଭିନୟର ଦକ୍ଷତା ପ୍ରଦର୍ଶନ କରିଥିବା ନାୟିକା ସାରା ...
22/04/2024

ନାୟିକା ସାରା ଆସନ୍ତା ବର୍ଷ ନାଟ୍ୟ ସମ୍ରାଟ ପୃଥ୍ୱୀରାଜ୍ ମଞ୍ଚରେ.... ଏକାଧିକ ରଙ୍ଗମଞ୍ଚରେ ଅଭିନୟର ଦକ୍ଷତା ପ୍ରଦର୍ଶନ କରିଥିବା ନାୟିକା ସାରା ଗତ କିଛି ବର୍ଷ ଧରି ଯାତ୍ରାରେ ଅଭିନୟ ଆରମ୍ଭ କରିଛନ୍ତି... ତାଙ୍କ ଅଭିନୟରେ ଥାଏ ଟିକେ ନିଆରା!!!

ଆସନ୍ତା ଯାତ୍ରା ଋତୁ ୨୦୨୪-୨୫ ରେ ଗ୍ଳାମର କୁଇନ ଚୁଲବୁଲି ନାୟିକା  #ଦୀପା ଙ୍କୁ ଦେଖିବେ ହାଇ ବିଗ ବଜେଟ ଯାତ୍ରା ପାର୍ଟି ଆପଣଙ୍କ ପ୍ରିୟ ଯାତ୍ର...
22/04/2024

ଆସନ୍ତା ଯାତ୍ରା ଋତୁ ୨୦୨୪-୨୫ ରେ ଗ୍ଳାମର କୁଇନ ଚୁଲବୁଲି ନାୟିକା #ଦୀପା ଙ୍କୁ ଦେଖିବେ ହାଇ ବିଗ ବଜେଟ ଯାତ୍ରା ପାର୍ଟି ଆପଣଙ୍କ ପ୍ରିୟ ଯାତ୍ରା ରଙ୍ଗମହଲ ରେ.

ଯାତ୍ରା ଋତୁ ୨୦୨୪-୨୫ ରେ ଏଭର ଗ୍ରୀନ ନାୟିକା  #ମାତନ ଙ୍କୁ ପୁଣିଥରେ ଦେଖିବେ କଳାର ମୟୁର ସିଂହାସନ ଯାତ୍ରା ଶ୍ରୀ ବିଶ୍ୱ ଦରବାର ରେ.
21/04/2024

ଯାତ୍ରା ଋତୁ ୨୦୨୪-୨୫ ରେ ଏଭର ଗ୍ରୀନ ନାୟିକା #ମାତନ ଙ୍କୁ ପୁଣିଥରେ ଦେଖିବେ କଳାର ମୟୁର ସିଂହାସନ ଯାତ୍ରା ଶ୍ରୀ ବିଶ୍ୱ ଦରବାର ରେ.

ଯାତ୍ରା ମା ଦୂର୍ଗା ଗଣନାଟ୍ୟ
20/04/2024

ଯାତ୍ରା ମା ଦୂର୍ଗା ଗଣନାଟ୍ୟ

Jatra love Song //ଅପେରା ମା ଦୂର୍ଗା ଗଣନାଟ୍ୟ// ଅଭିନୟରେ ଏଭର୍ ଗ୍ରୀନ୍ ହିରୋଇନ୍ #ଯଶୋଦା// ଚକ୍ଲେଟ୍ ହିରୋ #ପପୁ// ...

ଲିଙ୍କି
20/04/2024

ଲିଙ୍କି

05/04/2024

ଖଳନୟ ଙ୍କ ଚମତ୍କର ଅଭିନୟ ଆଗରୁ କେବେ ଦେଖିନଥିବେ, ଯାତ୍ରା ଦୂର୍ଗା ଶ୍ରୀ ଗଣନାଟ୍ୟ

ନାଟ୍ୟକାର୍ ନିହାର ରଞ୍ଜନ ମହାନ୍ତି ସାର୍
03/04/2024

ନାଟ୍ୟକାର୍ ନିହାର ରଞ୍ଜନ ମହାନ୍ତି ସାର୍

28/03/2024

ଆସିଗଲା ତୁଳସୀ ଗଣନାଟ୍ୟ ଫାଇନାଲ tulasi gananatya full Star Cast ଯାତ୍ରା ଜଗତର ନାମୀଦାମୀ ଲୋକମାନେ ଯୋଗଦେଲେ ...

ନୁଆ ଅନ୍ଦାଜ୍ ରେ ରାଣୀ ପଣ୍ଡା
22/03/2024

ନୁଆ ଅନ୍ଦାଜ୍ ରେ ରାଣୀ ପଣ୍ଡା

Address

Tamando
Bhubaneswar
752054

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Saturday 9am - 5pm
Sunday 9am - 5pm

Telephone

+917008973398

Alerts

Be the first to know and let us send you an email when Mancha Kalakar posts news and promotions. Your email address will not be used for any other purpose, and you can unsubscribe at any time.

Videos

Share