PAPU Biswal "Pabitra Kumar Biswal"

PAPU Biswal "Pabitra Kumar Biswal" I love nature ,i love social work , I want to became an extraordinarily person . I spread my hand t

Jay Jagannath
18/10/2023

Jay Jagannath

22/03/2022
Wish you happy new year
01/01/2022

Wish you happy new year

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
30/08/2021

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
28/03/2021

ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

ଆନ୍ତର୍ଜାତିୟ ମାତୃଭାଷା ଦିବସ ଉପଲକ୍ଷେ ମୋର ସମସ୍ତ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଜୟ ଓଡ଼ିଶା,ଜ...
21/02/2021

ଆନ୍ତର୍ଜାତିୟ ମାତୃଭାଷା ଦିବସ ଉପଲକ୍ଷେ ମୋର ସମସ୍ତ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଜୟ ଓଡ଼ିଶା,ଜୟ ଜଗନ୍ନାଥ

ଦେଶର ଗୌରବ, ମହା ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ଆପଣଙ୍କର ଦୂର ଦୃଷ୍ଟି, ମ...
23/01/2021

ଦେଶର ଗୌରବ, ମହା ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ଆପଣଙ୍କର ଦୂର ଦୃଷ୍ଟି, ମହାନ୍ ବିଚାର ଧାରା,ଦେଶ ପ୍ରେମ କୁ ନତମସ୍ତକ କରୁଛି । ଜୟ ହିନ୍ଦ୍।

ହିନ୍ଦୁ ସଂସ୍କୃତିର ମହାନ ପର୍ବ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମୋର ସମସ୍ତ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍...
14/01/2021

ହିନ୍ଦୁ ସଂସ୍କୃତିର ମହାନ ପର୍ବ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ମୋର ସମସ୍ତ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଜଗନ୍ନାଥଙ୍କ ଚରଣାରବିନ୍ଦରେ ଭକ୍ତି ପୁତ ପ୍ରଣାମ କରି ସମସ୍ତଙ୍କର ମଙ୍ଗଳ କାମନା କରୁଛି । ଜୟ ଜଗନ୍ନାଥ ।

ଫେସବୁକର ସମସ୍ତ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ମନେ ଖୁସି ଆଣିଦେଲା...
31/12/2020

ଫେସବୁକର ସମସ୍ତ ବନ୍ଧୁ ଏବଂ ବାନ୍ଧବୀ ମାନଙ୍କୁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ମନେ ଖୁସି ଆଣିଦେଲା । ସମସ୍ତଙ୍କୁ ସମ୍ମାନ ଜଣାଉଛି । ଜୟ ଜଗନ୍ନାଥ ।

ପ୍ରଥମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ହସ ଖୁସିରେ ରୁହନ୍ତୁ ...
08/12/2020

ପ୍ରଥମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ହସ ଖୁସିରେ ରୁହନ୍ତୁ । ଭଗବାନଙ୍କ ପାଖରେ ଅଳି କରୁଛି ସମସ୍ତଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ପ୍ରାପ୍ତ ହଉ । 2020 ସମସ୍ତଙ୍କୁ ଦୁଃଖ ଦେଲାଣି । ଜୟ ଜଗନ୍ନାଥ ।

ଅଁଳା ନବମୀ ଏବଂ ରାଧା ପାଦ ଦର୍ଶନରେ ଅଶେଷ ଅଶେଷ ଆନ୍ତରିକ ଅଭିନନ୍ଦନ । ସମସ୍ତଙ୍କୁ ହସ ଖୁସି ପ୍ରାପ୍ତ ହେଉ । ମନେ ଆନନ୍ଦ ଉଲ୍ଲାସ ଖେଳି ଯାଉ ।
23/11/2020

ଅଁଳା ନବମୀ ଏବଂ ରାଧା ପାଦ ଦର୍ଶନରେ ଅଶେଷ ଅଶେଷ ଆନ୍ତରିକ ଅଭିନନ୍ଦନ । ସମସ୍ତଙ୍କୁ ହସ ଖୁସି ପ୍ରାପ୍ତ ହେଉ । ମନେ ଆନନ୍ଦ ଉଲ୍ଲାସ ଖେଳି ଯାଉ ।

ପବିତ୍ର ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।
13/11/2020

ପବିତ୍ର ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

ପ୍ରେମ ଓ ପ୍ରଣୟର କବି ଡଃ.ମାୟାଧର ମାନସିଂହଙ୍କ ଜନ୍ମ ଜୟନ୍ତିରେ ପ୍ରଣାମ ଏବଂ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କବି...
13/11/2020

ପ୍ରେମ ଓ ପ୍ରଣୟର କବି ଡଃ.ମାୟାଧର ମାନସିଂହଙ୍କ ଜନ୍ମ ଜୟନ୍ତିରେ ପ୍ରଣାମ ଏବଂ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି । ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କବି ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ । କିଛି ଲେଖା ମନେ ପଡ଼ିଗଲା ।

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସରେ ଅନେକ ଶୁଭ...
31/10/2020

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସରେ ଅନେକ ଶୁଭେଚ୍ଛା ।

🌹🌹🌹🌹 ବିଶ୍ଵକର୍ମା ପୂଜା  🌹🌹🌹    ଆପଣଙ୍କୁ ବିଶ୍ଵକର୍ମା ପୂଜାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆପଣଙ୍କ ଜୀବନରେ ନୂତନ ଉତ୍ସାହ ଆନନ୍ଦ ଉଲ୍ଲ...
16/09/2020

🌹🌹🌹🌹 ବିଶ୍ଵକର୍ମା ପୂଜା 🌹🌹🌹
ଆପଣଙ୍କୁ ବିଶ୍ଵକର୍ମା ପୂଜାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆପଣଙ୍କ ଜୀବନରେ ନୂତନ ଉତ୍ସାହ ଆନନ୍ଦ ଉଲ୍ଲାସ ଖେଳିଯାଉ ।

ଭାରତର ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ । ଭାରତ ରତ୍ନ ସମ୍ମାନିତ ପ୍ରଣବ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି...
31/08/2020

ଭାରତର ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ । ଭାରତ ରତ୍ନ ସମ୍ମାନିତ ପ୍ରଣବ ମୁଖାର୍ଜୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ।

Our former president Shree Pranav Mukharjee sir leave us. Salute sir ..RIP...
31/08/2020

Our former president Shree Pranav Mukharjee sir leave us. Salute sir ..RIP...

Address

Bhubaneswar

Website

Alerts

Be the first to know and let us send you an email when PAPU Biswal "Pabitra Kumar Biswal" posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to PAPU Biswal "Pabitra Kumar Biswal":

Share