ଶ୍ରଦ୍ଧାଙ୍କ କଟା ମୁଣ୍ଡକୁ ଫ୍ରିଜରେ ରଖି ପ୍ରତିଦିନ ଦେଖୁଥିଲା ଅଫତାବ I
ଶ୍ରଦ୍ଧାଙ୍କ କଟା ମୁଣ୍ଡକୁ ଫ୍ରିଜରେ ରଖି ପ୍ରତିଦିନ ଦେଖୁଥିଲା ଅଫତାବ Iହତ୍ୟା ପରେ ପ୍ରେମିକାକୁ ୩୫ ଖଣ୍ଡ କରି କାଟି ଦେଇଥିଲା । ସେ ଏକ ନୂଆ ଫ୍ରିଜ୍ ଆଣି ସେଥିରେ ସମସ୍ତ ଖଣ୍ଡଗୁଡ଼ିକୁ ରଖିଥିଲା । ଅଭିଯୁକ୍ତ ଏତେ ଚତୁର ଥିଲା ଯେ ସେ ଫ୍ରିଜରେ ଧୂପକାଠି ଲଗାଉଥିଲେ ଯେପରି କୌଣସି ଦୁର୍ଗନ୍ଧ ନହେବ ।
ଆଇପିଏଲ୍ରୁ ସନ୍ନ୍ୟାସ ଘୋଷଣା କଲେ କିରନ୍ ପୋଲାର୍ଡ I
ଆଇପିଏଲ୍ରୁ ସନ୍ନ୍ୟାସ ଘୋଷଣା କଲେ କିରନ୍ ପୋଲାର୍ଡ । ମୁମ୍ବାଇ ଇଣ୍ଡିଆନ୍ସରୁ ମିଳିଲା ନୂଆ ଦାୟିତ୍ୱ ।
ଦୁଇ ହାତରେ ଲେଖୁଛନ୍ତି ସ୍କୁଲର ଛାତ୍ରଛାତ୍ରୀ , ୫ଟି ଭାଷାରେ ଅଛି ଛାତ୍ରଛାତ୍ରୀଙ୍କ ଗଭୀରଜ୍ଞାନ |
ଦୁଇ ହାତରେ ଲେଖୁଛନ୍ତି ସ୍କୁଲର ଛାତ୍ରଛାତ୍ରୀ , ୫ଟି ଭାଷାରେ ଅଛି ଛାତ୍ରଛାତ୍ରୀଙ୍କ ଗଭୀରଜ୍ଞାନ |
ହତ୍ୟାକାରୀ କୁ ଗିରଫ କଲା କୋମନା ପୋଲିସ |
ହତ୍ୟାକାରୀ କୁ ଗିରଫ କଲା କୋମନା ପୋଲିସ |
ଶିବପାର୍ବତୀ ମନ୍ଦିର ରୁ ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର |
ଶିବପାର୍ବତୀ ମନ୍ଦିର ରୁ ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର |
ଆଞ୍ଜେଲ ପ୍ରିୟା ଶୁକୁଟି ସାହୁ ପରେ ଏବେ ମାତିଛି କ୍ୟୁଟ୍ ନନ୍ଦିନୀ।
ଆଞ୍ଜେଲ ପ୍ରିୟା ଶୁକୁଟି ସାହୁ ପରେ ଏବେ ମାତିଛି କ୍ୟୁଟ୍ ନନ୍ଦିନୀ।
ମୋ ବାଇଆ , ମତେ ସଧବା ବେଶରେ ଜୁଇରେ ଜାଳିବୁ !
ମୋ ବାଇଆ , ମତେ ସଧବା ବେଶରେ ଜୁଇରେ ଜାଳିବୁ !
ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ , ନଭେମ୍ବର ୨୫ ତାରିଖରୁ ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ |
ବଲାଙ୍ଗିର ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ , ନଭେମ୍ବର ୨୫ ତାରିଖରୁ ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ | ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୨-୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଡି.ଆର ଡି.ଏ . ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଜ୍ୟୋତିଷ କଥାରେ ପ୍ରଦୀପ ପୁରୋହିତ ନୋମିନେଶନ ନକରି ଫେରିଗଲେ! କଣ ଏହା ସତ କି ?
ଜ୍ୟୋତିଷ କଥାରେ ପ୍ରଦୀପ ପୁରୋହିତ ନୋମିନେଶନ ନକରି ଫେରିଗଲେ! କଣ ଏହା ସତ କି ?
ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପାଲଲହଡ଼ାରେ କଂଗ୍ରେସର ଭାରତ ଯୋଡ଼ା ଯାତ୍ରା
ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ପାଲଲହଡ଼ାରେ କଂଗ୍ରେସର ଭାରତ ଯୋଡ଼ା ଯାତ୍ରା
ଠିକାକର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରି ଏକ ବିଶାଳ ଶୋଭାଯାତ୍ରା
ଢେଙ୍କାନାଳ ସ୍ୱାସ୍ଥ୍ୟ ଠିକାକର୍ମଚାରୀ ମହାସଂଘ ତରଫରୁ ଠିକାକର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରି ଏକ ବିଶାଳ ଶୋଭାଯାତ୍ରା