Lopa Didi

Lopa Didi 𝟭𝟬𝗞 𝗦𝘂𝗯𝘀𝗰𝗿𝗶𝗯𝗲𝗿𝘀 ❤️@𝗟𝗼𝗽𝗮𝗰𝗹𝗮𝘀𝘀𝗲𝘀❤️ 𝗬𝗼𝘂𝗧𝘂𝗯𝗲
𝟭𝗞 ❤️ 𝗟𝗼𝗽𝗮𝗗𝗶𝗱𝗶 ❤️
(2)

𝔸𝕓𝕠𝕦𝕥 𝕄𝕖 ✍️✍️

👉 My Instagram @𝗟𝗼𝗽𝗮𝗗𝗶𝗱𝗶

👉 My YouTube @𝗟𝗼𝗽𝗮𝗖𝗹𝗮𝘀𝘀𝗲𝘀

👉 My Vlog YouTube Channel @𝙇𝙤𝙥𝙖𝘿𝙞𝙙𝙞

ଚାନ୍ଦବାଲି ଦୂର୍ଗା ମନ୍ଦିର ପରିସରରେ ଦୁର୍ଗାପୂଜା ଅବସରରେ ପୂଜାର୍ଚ୍ଚନା କରିଲୁ । ଜୟ ମା ଦୁର୍ଗା 🙏🙏
29/09/2025

ଚାନ୍ଦବାଲି ଦୂର୍ଗା ମନ୍ଦିର ପରିସରରେ ଦୁର୍ଗାପୂଜା ଅବସରରେ ପୂଜାର୍ଚ୍ଚନା କରିଲୁ । ଜୟ ମା ଦୁର୍ଗା 🙏🙏

ଯଦି ଭଲପାଉଚ ତ ଦୁନିଆ ସହିତ ଲଢ଼ିବାର ସାହସ ବି ରଖ ❤️❤️
27/09/2025

ଯଦି ଭଲପାଉଚ ତ ଦୁନିଆ ସହିତ ଲଢ଼ିବାର ସାହସ ବି ରଖ ❤️❤️

ଜୀବନରେ କେବେ ବିପଦ ପଡିଲେ ସଂଘର୍ଷ କରିବାକୁ  ଡର ନାହିଁ, ହୁଏତ ଜିତିଯିବ ନାଇତ ହାରିଯିବ, କିନ୍ତୁ ହାରିଗଲେ ବି କିଛି ଶିଖିଯିବ ।
26/09/2025

ଜୀବନରେ କେବେ ବିପଦ ପଡିଲେ ସଂଘର୍ଷ କରିବାକୁ ଡର ନାହିଁ, ହୁଏତ ଜିତିଯିବ ନାଇତ ହାରିଯିବ, କିନ୍ତୁ ହାରିଗଲେ ବି କିଛି ଶିଖିଯିବ ।

26/09/2025

ଉତ୍ସହଠାରୁ ବଳି ଅନ୍ୟ କୌଣସି ବଳ ନାହିଁ, ଉତ୍ସାହ ହିଁ ସର୍ବଦା ସବୁପ୍ରକାର କର୍ମ କରିବାରେ ପ୍ରବୃତ୍ତ କରିଥାଏ I ଜୀବ ଯେଉଁସବୁ କର୍ମ କରେ ସେମାନଙ୍କୁ ଉତ୍ସାହ ହିଁ ସଫଳତା ଦେଇଥାଏ I

My mother in law in morning prayer in satsang Temple , Chandbali
24/09/2025

My mother in law in morning prayer in satsang Temple , Chandbali

ମଣିଷ କୁ ଜିତିବାର ସବୁଠାରୁ ବଡ ଅସ୍ତ୍ର ହେଲା “ବିନୟ ଭାବ” ବିନୟୀ ବ୍ୟକ୍ତି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରେ 💙💜❤️
15/09/2025

ମଣିଷ କୁ ଜିତିବାର ସବୁଠାରୁ ବଡ ଅସ୍ତ୍ର ହେଲା “ବିନୟ ଭାବ” ବିନୟୀ ବ୍ୟକ୍ତି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରେ 💙💜❤️

ପବିତ୍ର ଭାଦ୍ର ସତସଙ୍ଗ ଉତ୍ସବ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସାଦ ସେବନ କଲି
14/09/2025

ପବିତ୍ର ଭାଦ୍ର ସତସଙ୍ଗ ଉତ୍ସବ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରସାଦ ସେବନ କଲି

ସତ କହିଲେ ହୁଏତ ଅନେକ ତୁମ ପାଖରେରହିବେନିତଥାପି ବି ତୁମେ ସତ ର ସଙ୍ଗ ଛାଡ ନାହିଁ କାରଣ ସତ ମଣିଷକୁ ମୁକ୍ତି ଦିଏ ଆଉ ମିଛ ମଣିଷକୁଧ୍ବଂସ କରେ 🙏🙏...
12/09/2025

ସତ କହିଲେ ହୁଏତ ଅନେକ ତୁମ ପାଖରେରହିବେନିତଥାପି ବି ତୁମେ ସତ ର ସଙ୍ଗ ଛାଡ ନାହିଁ କାରଣ ସତ ମଣିଷକୁ ମୁକ୍ତି ଦିଏ ଆଉ ମିଛ ମଣିଷକୁଧ୍ବଂସ କରେ 🙏🙏🙏

ଘାସ ଗାଲିଚାରେ ମୁଁ ଘାସ ଫୁଲ..କେ କଳି ପାରିବ ମୋହର ମୂଲ!କାକର ଟୋପାରେ ଝଟକୁ ଥାଏ..ଜୋଛନା ରାତିରେ କୁରୁଳୁ ଥାଏ..,
04/09/2025

ଘାସ ଗାଲିଚାରେ ମୁଁ ଘାସ ଫୁଲ..
କେ କଳି ପାରିବ ମୋହର ମୂଲ!
କାକର ଟୋପାରେ ଝଟକୁ ଥାଏ..
ଜୋଛନା ରାତିରେ କୁରୁଳୁ ଥାଏ..,

ପାଣିକୁ ନ ପସିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ, ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ !!!
04/09/2025

ପାଣିକୁ ନ ପସିଲେ ଯେମିତି ପହଁରିବା ଶିଖି ହୁଏ ନାହିଁ,

ଠିକ୍ ସେମିତି ଜୀବନରେ ଖରାପ ସମୟ ନ ଆସିଲେ ମଣିଷ ଚିହ୍ନି ହୁଏ ନାହିଁ !!!

ବିରଞ୍ଚିନାରାୟଣଙ୍କ ମନ୍ଦିର ଭଦ୍ରକ ଜିଲ୍ଲା ସଦରମ‌ହକୁମାଠାରୁ ଦକ୍ଷିଣକୁ ୧୫କିଲୋମିଟର ଦୂର ତିହିଡ଼ି ବ୍ଳକର ପାଳିଆବିନ୍ଧାଠାରେ ଅବସ୍ଥିତ । କୋଣା...
03/09/2025

ବିରଞ୍ଚିନାରାୟଣଙ୍କ ମନ୍ଦିର ଭଦ୍ରକ ଜିଲ୍ଲା ସଦରମ‌ହକୁମାଠାରୁ ଦକ୍ଷିଣକୁ ୧୫କିଲୋମିଟର ଦୂର ତିହିଡ଼ି ବ୍ଳକର ପାଳିଆବିନ୍ଧାଠାରେ ଅବସ୍ଥିତ । କୋଣାର୍କ ଭଳି ଏହି ମନ୍ଦିର ୧୬ଟି ରଥ ଚକ ଉପରେ ଦଣ୍ଡାୟମାନ । ଏହି ମନ୍ଦରର ଉପସ୍ଥିତି ପୁରୁଣା ଯୁଗରେ ଓଡ଼ିଶାରେ ସୂର୍ଯ୍ୟପୂଜାର ମୂକସାକ୍ଷି । ବିରିଞ୍ଚି ନାରାୟଣ ହେଉଛି ସୂର୍ଯ୍ୟଦେବଙ୍କ ଅନ୍ୟ ଏକ ନାମ । ଏହି ମନ୍ଦିରରେ ବିରଞ୍ଜିନାରାୟଣଙ୍କ ଚତୁର୍ମୁଖ ବିଗ୍ରହ ରହିଛି । ମନ୍ଦିରର ଉତ୍ତର ଦିଗରେ ସାଳନ୍ଦୀ ନଦୀରୁ ବାହାରିଥିବା ଶାଖା ନଦୀ କୁଣ୍ଡୀ ନଦୀ ବହିଯାଉଛି

ଏଠାରେ ଥିବା ମନ୍ଦିରଟିରେ ପ୍ରମୁଖ ଦେବତା ଭାବରେ ବିରଞ୍ଚିନାରାୟଣ ଅର୍ଥାତ ସୂର୍ଯ୍ୟଦେବଙ୍କର ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଉଛନ୍ତି । ଗୋଟିଏ ଚାରିକୋଣିଆ ପଥର ଏହି ସବୁ ମୁଖର ଅଗ୍ରଭାଗରେ ଖୋଦିତ ହୋଇଛି । ଏହି ମୂର୍ତ୍ତିର ହସ୍ତଦ୍ୱୟରେ ପଦ୍ମ‌ଫୁଲ ଶୋଭାପାଏ । ଏହି ମୂର୍ତ୍ତିଟି ସାତଟି ଘୋଡ଼ାରେ ଯୋଖାଯାଇଥିବା ଏକ ରଥ ଉପରେ ଶୋଭା ପାଉଛି ।

ଏଠାରେ ଏକ ଦେଉଳ, ବେଢ଼ା ରହିଛି ଏବଂ ମୁଖ୍ୟଦ୍ୱାର ସ‌ହ ଚାରିପଟରୁ ବାଡ଼ାଦ୍ୱାରା ଆବଦ୍ଧ ହୋଇଛି । ଏହି ମନ୍ଦିରଟି ୩ଫୁଟ ୩ଇଞ୍ଚର ଏକ ଚଟାଣ ଉପରେ ଅବସ୍ଥିତ । ଏହାର ଚାରିପାଖରେ ବିଭିନ୍ନ ପ୍ରକାରର ମୂର୍ତ୍ତି ଖୋଦିତ ହୋଇଛି । ଯାହାକି କୋଣାର୍କର ସୂର୍ଯ୍ୟ ମନ୍ଦିର ପରି ହୋଇଛି । ଏହି ନିର୍ମାଣଶୈଳୀରେ ଜଗମୋହନ ଏବଂ ନାଟମନ୍ଦିର ମନ୍ଦିର ସାମ୍ନାରେ ରହିବା ପ୍ରାୟ ଗଙ୍ଗ ବଂଶ ସମୟରେ ହିଁ ଆରମ୍ଭ ହୋଇଥିଲା ।

Morning shows the Day 💜💜💜
03/09/2025

Morning shows the Day 💜💜💜

Address


751001

Website

Alerts

Be the first to know and let us send you an email when Lopa Didi posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share