
02/10/2023
#ପୁଣି_ବିରୋଧୀଙ୍କୁ_ନବୀନଙ୍କ_ନିଶାନା
‘ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି’
‘ବିକାଶରେ ବାଧା ସୃଷ୍ଟି କରି ବିରୋଧୀଙ୍କୁ ଆନନ୍ଦ ମିଳୁଛି’
‘ବିରୋଧୀ ଜନବିରୋଧୀ ଓ ବିକାଶ ବିରୋଧୀ କାର୍ଯ୍ୟ କରୁଛନ୍ତି’
ବିରୋଧୀଙ୍କ ଏପରି କାର୍ଯ୍ୟକୁ ଲୋକ ଦେଖୁଛନ୍ତି, ଉଚିତ ଜବାବ ଦେବେ: ନବୀନ ପଟ୍ଟନାୟକ