The lekhaka

The lekhaka ସାଶିତଙ୍କ ସ୍ବର

27/01/2025

ଶିବ ପୁରାଣ କାହାଣୀ ଶୁଣିଲେ ପଢ଼ିଲେ ଦୁଃଖ ହେବ ଦୂର

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ଶାସ୍ତ୍ରରେ କୁହାଯାଇଛି ଯେ ଶିବ ଅଭିଷେକ ପ୍ରିୟ। ଅର୍ଥାତ୍ କଲ୍ୟାଣକାରୀ ଶିବଙ୍କୁ ଅଭିଷେକ ବହୁତ ପ୍ରିୟ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ।

27/01/2025

ଏହି ରାଶିର ବ୍ୟକ୍ତିଙ୍କ ପାଖକୁ ଆସିବ କେବଳ ଟଙ୍କା ଆଉ ଟଙ୍କା

25/01/2025

ଏହି ରାଶିର ବ୍ୟକ୍ତିଙ୍କ ପାଖରୁ ଆଉ ସରିବ ନାହିଁ ଟଙ୍କା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ଜାନୁଆରୀ ମାସର ଶେଷ ଦିନରେ ଏହାର ରାଶି ଚିହ୍ନ ପରିବର୍ତ୍ତନ କରିବାକୁ ଯାଉଛି, ଯାହା ୧୨ ଟି ରାଶିର ଚିହ୍ନକୁ ବିଭିନ୍ନ ଉପାୟରେ ପ୍ରଭାବିତ କରିପାରିବ। ଧନ, ଅପାରଗତା, ପ୍ରେମ, ଆକର୍ଷଣ, ଭାଗ୍ୟ ଏବଂ ଗୌରବ ପାଇଁ ଦାୟୀ ଗ୍ରହମାନେ ଜାନୁଆରୀ ୨୮ ରେ ସକାଳ ୭.୧୨ ରେ ସେମାନଙ୍କର ରାଶି ଚିହ୍ନ ପରିବର୍ତ୍ତନ କରିବେ

25/01/2025

ମାଳିକାରେ ମୋଦିଙ୍କୁ ନେଇ ହୋଇଛି ବଡ ଭବିଷ୍ୟବାଣୀ

ମୋଦିଙ୍କୁ ନେଇ ମାଳିକାରେ ଏମିତି ଭବିଷ୍ୟବାଣୀ ହୋଇଛି ଶୁଣିଲେ ଛାତି ଥରି ଉଠିବ । ଦେଶର ଶାସନ ଭାର ସମ୍ଭାଳି ଥିବା ମୋଦି ଆଉ କେତେ ବର୍ଷ ଶାସନ କ୍ଷମତାରେ ରହିବେ । ମୋଦିଙ୍କୁ ନେଇ ମାଳିକାରେ କଣ ଲେଖା ଯାଇଛି । ଏ ତମାମ ଘଟଣା ବିଷୟରେ ଲୋକେ ଜାଣିବାକୁ ଚାହାଁନ୍ତି ।

24/01/2025

ପରବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ବିଭୀଷଣ

24/01/2025

ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଲକ୍ଷ ଲକ୍ଷ ଟଙ୍କା

ଚଳିତ ବର୍ଷ ମୌନୀ ଅମାବାସ୍ୟା ୨୯ ଜାନୁଆରୀ ବୁଧବାର। ଏହି ଅମାବାସ୍ୟା ମାଘ ମାସରେ ପଡିଥାଏ । ତେଣୁ ଏହାକୁ ମାଘୀ ଅମାବାସ୍ୟା ନାମରେ ମଧ୍ୟ ଜଣାଶୁଣା। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ଥର ମୌନୀ ଅମାବାସ୍ୟାରେ ଏକ ବଡ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି।

23/01/2025

ବାବା ଭେଙ୍ଗା କଲେ ବଡ ଭବିଷ୍ୟବାଣୀ ୨୦୨୫ରେ ବଦଳିବ ଏହି ବ୍ୟକ୍ତିଙ୍କ ଭାଗ୍ୟ

ବୁଲଗେରିଆର ପ୍ରସିଦ୍ଧ ରହସ୍ୟବାଦୀ ବାବା ଭାଙ୍ଗା ୨୦୨୫ ପାଇଁ ଅନେକ ଭବିଷ୍ୟବାଣୀ କରିଛନ୍ତି, ବିଶେଷ କରି ୨୦୨୫ରେ ଜୀବନରେ ବଡ଼ ଧରଣର ପରିବର୍ତ୍ତନର ସମ୍ମୁଖୀନ ହେବାକୁ ଥିବା ତିନି ଟି ରାଶି ବିଷୟରେ ବାବା ବଙ୍ଗାଙ୍କ ଭବିଷ୍ୟବାଣୀ ରୋଚକପୂର୍ଣ୍ଣ।

23/01/2025

ଏହି ରାଶିର ବ୍ୟକ୍ତିଙ୍କ ନିକଟକୁ ଛୁଟି ଆସିବ ପ୍ରଚୁର ଟଙ୍କା

ଜ୍ୟୋତିଷଙ୍କ ଅନୁଯାୟୀ, ଆଗାମୀ ଦିନରେ ଏକ ବିରଳ ଜ୍ୟୋତିଷ ଶାସ୍ତ୍ର ପଞ୍ଚଗ୍ରହୀ ଏବଂ ଷଷ୍ଠଗ୍ରହୀ ଯୋଗ ଗଠନ ହେବାକୁ ଯାଉଛି, ଅର୍ଥାତ୍ ୬ଟି ପ୍ରମୁଖ ଗ୍ରହ ମୀନ ରାଶିରେ ଏକାଠି ହେବେ।ଏହି ବିରଳ ମିଶ୍ରଣ ସମୟରେ, କ୍ୟାରିୟର, ବ୍ୟବସାୟ, ସମ୍ପର୍କ, ବ୍ୟକ୍ତିଗତ ବିକାଶ ଏବଂ ବୃତ୍ତିରେ ପରିବର୍ତ୍ତନ ଦେଖିବାକୁ ମିଳିବ।

22/01/2025

ନବୀନଙ୍କୁ ନେଇ ମାଳିକାରେ ବଡ ଭବିଷ୍ୟବାଣୀ

ମାଳିକା ବଚନ କେବେ ନ ହୋଇବ ଆନ । ଯାହା ଲେଖା ଅଛି ମାଳିକାରେ ତାହା ହିଁ ଅବଶ୍ୟ ଘଟିବ । କାରଣ ମାଳିକା ସବୁବେଳେ ସତ ହେଉଥିବା ଆପଣ ମାନେ ଅନେକ ଥର ପ୍ରମାଣ ପାଇ ସାରିଛନ୍ତି । ତେବେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ପରେ ଲୋକେ ପୁଣି ଅପେକ୍ଷା କରିଛନ୍ତି 2029 ରେ କିଏ ଗଢ଼ିବ ସରକାର ।

22/01/2025

ଶାଶୁ ଶଶୁରଙ୍କୁ ହଇରାଣ କରୁଥିବା ବୋହୁ ପାଏ ଏହି ଅଭିଶାପ

ନିଜ ଶାଶୁ ଶ୍ୱଶୁରଙ୍କୁ ନିର୍ଯ୍ୟାତନା ଦେଲେ ମିଳିଥାଏ କେଉଁ ଅଭିଶାପ। ଆପଣ ଜାଣିଛନ୍ତି ଆଜି କାଲି ବୋହୁ ମାନେ ଶାଶୁ ଶଶୁରଙ୍କୁ ନିର୍ଯାତନା ଦେଉଥିବା ଦେଖିବାକୁ ମିଳୁଛି । ଶାଶୁ ଶଶୁରଙ୍କୁ ଏକଥନୀୟ ନିର୍ଯାତନା ଦେଇ ବୋହୁ ମାନେ ଖୁସି ହେଉଛନ୍ତି। ହେଲେ ପୁରାଣରେ ଲେଖା ଅଛି ଯେଉଁ ବୋହୁ ଶାଶୁ ଶଶୁରଙ୍କୁ ନିର୍ଯାତନା ଦିଅନ୍ତି ଓ କଷ୍ଟ ଦେଇଥାନ୍ତି ସେମାନଙ୍କ ସାଥିରେ କଣ ଘଟେ ।

22/01/2025

ଏହି ରାଶିର ବ୍ୟକ୍ତିଙ୍କ ଉପରେ ବର୍ଶିବ ଟଙ୍କା

ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ । ଶୁକ୍ରଙ୍କ ଚଳନ ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଏହାସହ ଶୁକ୍ରଙ୍କ କୃପାରୁ ଜୀବନରେ ଉନ୍ନତି ଓ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

19/01/2025

ଘରେ ଲଗାନ୍ତୁ ଏହି ତିନି ଗଛ ଗରିବରୁ ହେବେ ଧନୀ

ସନାତନ ଧର୍ମରେ କେତେକ ଗଛ ଏବଂ ଉଦ୍ଭିଦ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଛି। ବାସ୍ତୁ ଶାସ୍ତ୍ରରେ ମଧ୍ୟ ଗଛ ଏବଂ ଉଦ୍ଭିଦ ବିଷୟରେ ଅନେକ କଥା କୁହାଯାଇଛି। ତେବେ ଆଜି ଆମେ ଜାଣିବା ଏମିତି ୩ଟି ଗଛ ବିଷୟରେ, ଯାହାକୁ ଘରେ ଲଗାଇବା ଦ୍ବାରା ଦୂରେଇ ଯିବ ଆର୍ଥିକ ସମସ୍ୟା। ବିଶ୍ୱାସ କରାଯାଏ ଭଗବାନ କିଛି ଉଦ୍ଭିଦରେ ରୁହନ୍ତି ବୋଲି କୁହାଯାଏ।ଲୋକମାନେ ନିଜ ଘରେ ବିଭିନ୍ନ ପ୍ରକାରର ଗଛ ଲଗାନ୍ତି,

19/01/2025

୨୦୨୬ରେ ଭାଙ୍ଗିବ ହୀରାକୁଦ ବନ୍ଧ ଖେଳିବ ଚିତ୍ତଳ ମାଛ

ମାଳିକା କୁହେ ୨୦୨୬ରେ ଭାଙ୍ଗିବ ହୀରାକୁଦ ବନ୍ଧ । ସମୁଦ୍ରରୁ ବାହାରି ଆସିବ ଏକ ବିରାଟ କାୟ ଚିତଳ ମାଛ । ଏହି ବିରାଟ କାୟ ଚିତଲ ମାଛର ଅସ୍ଥିରେ ତିଆରି ହେବ ବିରାଟ ବନ୍ଧ କବାଟ। ଏ କଥା ଆମେ କହୁନୁ ଏହା ମହାପୁରୁଷ କହି ଯାଇଛନ୍ତି ।

18/01/2025

କୋଟିପତି ହେବାକୁ ଯାଉଛନ୍ତି ଏହି ରାଶିର ବ୍ୟକ୍ତି

ଶୁକ୍ର ଗ୍ରହ ୨୮ ଜାନୁଆରୀରେ ମୀନ ରାଶିରେ ପ୍ରବେଶ କରିବେ । ୩୧ ମେ' ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଶୁକ୍ର ଗ୍ରହ ସୁଖସମୃଦ୍ଧି, କଳା, ପ୍ରେମ ଓ ଆକର୍ଷଣର କାରକ ବୋଲି କୁହାଯାଏ । ଶୁକ୍ରଙ୍କ ଏହି ଚଳନ ହେତୁ ସମସ୍ତ ରାଶି ଉପରେ କି ପ୍ରଭାବ ପଡିବ, କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।

18/01/2025

୨୦୨୫ରେ ଦେଶର ଶକ୍ତିଶାଳୀ ଦେଶ ଛାରଖାର ସତ ହେଲା ଭବିଷ୍ୟବାଣୀ .

ସତ ହେଲା ଭବିଷ୍ୟତ ବକ୍ତା ମାନଙ୍କ ଭବିଷ୍ୟବାଣୀ । ୨୦୨୫ରେ ବିଶ୍ୱକୁ ବଡ ବିପଦର ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ଭବିଷ୍ୟତ ବକ୍ତା ମାନେ ଭବିଷ୍ୟତକୁ ନେଇ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ମାନବ ସମାଜ ଏବେ ଭୋଗୁଛି । ଦେଶର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ଏବେ ନିଆଁରେ ହୁତୁହୁତୁ ହୋଇ ଜଳି ଛାରଖାର ହୋଇ ଯାଉଛି । ଲୋକେ ଘର ଦ୍ଵାର ଛାଡ଼ି ଜୀବନ ବିକଳରେ ଧାଇଁ ଆସୁଛନ୍ତି ।

16/01/2025

ଭୟରେ ଘର ବାହାରେ ଲୋକେ ମାଳିକା ହେବ କି ସତ ମାଡ଼ି ଆସିବ ସୁନାମି

16/01/2025

ଶ୍ରୀକୃଷ୍ଣ କେବେ ଓ କିପରି ମୃତ୍ୟୁ ବରଣ କରିଥିଲେ ତାଙ୍କର କେତୋଟି ସନ୍ତାନ ଥିଲେ

16/01/2025

୨୦୨୫ ରେ ଓଡ଼ିଶାକୁ ଆସିବ ଭୟଙ୍କର ବିପଦ ହୋଇ ଯାଆନ୍ତୁ ସାବଧାନ

Address

Bhimeswar Marg, Lane_ 20
Bhubaneswar
751002

Alerts

Be the first to know and let us send you an email when The lekhaka posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to The lekhaka:

Videos

Share

Category