ସମାଜସେବୀ ଉତ୍କଳ ବିଶ୍ବାଳଙ୍କର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ।
#adarshatv #bhadrak #Odisha
ମହାନ୍ତିପଡ଼ା ପଞ୍ଚାୟତ ଅଧୀନ ତ୍ରିସାଲିଆ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
#ଆଗରପଡ଼ା_ରେ_ବାହୁଡା଼_ଯାତ୍ରା।
ମାଉସୀ ମା ଘରୁ ବହୁଡ଼ିଲେ ତିନି ଠାକୁର।
#adarshatv #bhadrak
ଗଣିଜାଙ୍ଗ ପଞ୍ଚାୟତ, ବିନାୟକ ପୁର ଠାରେ, ଆଡଭାଣ୍ଟା କମ୍ପାନୀ ତରଫରୁ କୃଷି କର୍ମଶାଳା ଏବଂ ଭେଣ୍ଡି ଚାଷ ଶିକ୍ଷା ଶିବିର!କମ୍ପାନୀ ପକ୍ଷରୁ ଯୋଗ ଦେଇଥିଲେ ଅଶ୍ରୁପ ଇସଲାମ (Z.S.M )ଏବଂ ପଙ୍କଜ କୁମାର ଦାଶ (A.S.M ) ହିମାଂଶୁ ଶେଖର ପରିଡ଼ା (M.D.O ) ଏବଂ ଯୋଗ ଦେଇଥିଲେ ଶତାଧିକ ଚାଷୀ!
ସଫଳତା ପୂର୍ବକ ହଲ୍ ରେ ଚାଲିଛି ଚଳଚ୍ଚିତ୍ର "ନାରୀ ନୁହେଁ ତୁ ଅର୍ଦ୍ଧନାରୀ"
#ଖେଳ_ଖବର
#adarshatv #bonth #bhadrak #Odisha #cricutmade #cricketnews
ବିଶ୍ମେଶ୍ୱର ମହାଦେବ ଙ୍କ ପୀଠ ରେ ଜାଗର ଉତ୍ସବ।
#adarshatv #Odisha #bhadrak #bonth
ସହିଦ୍ ବଳିଦାନ ଦିବସ ପାଳନ। ୧୪ ଫ୍ରେବୁଆରି ଗୋଲାପ ର ଦିବସ ନୁହେଁ ,ବଳିଦାନ ର ଦିବସ !
#adarshatv #Odisha #bhadrak #bonth
ବନ୍ତ ବ୍ଲକ, ଛୟାଳ ସିଂ ପଞ୍ଚାୟତ, ପଳସା ମାର୍କେଟ ନିକଟସ୍ଥ ସାଇ ମନ୍ଦିର ନିକଟରେ ଏକ ଅଜଣା ମୃତ ଦେହ ଉଦ୍ଧାର କରିଛି ବନ୍ତ ପୋଲିସ, ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଘଟଣା ସ୍ଥଳରେ ଏକ ମଟର ସାଇକେଲ ଜବଦ।
#adarshatv #Odisha #LatestNews #bhadrak
୩୧ ତମ ମାନସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।
#adarshatv #bhadrak #bonth