15/08/2023
ପ୍ରତିବର୍ଷ ଏ ଦିନରେ ମୋ ମନରେ ଗୋଟିଏ ପ୍ରଶ୍ନ ଥାଏ
କଣ ଆମେ ସତରେ ସ୍ୱାଧୀନ?
ସେ ଯାହା ବି ହେଉ ଏ ଦିନ ଆମ ଦେଶ ନିଜକୁ ସ୍ୱାଧୀନ ବୋଲି ଘୋଷିତ କରିଥିଲେ
ସେବେ ଠୁ ପ୍ରତିବର୍ଷ ଏ ଦିନରେ ଭାରତ ମାତା କି ଜୟ ବୋଲି ଶୁଣିବାକୁ ମିଳେ 🇮🇳
77 ତମ ସ୍ୱାଧୀନତା ଦିବସ ର ଅନେକ ଶୁଭେଚ୍ଛା
ସେ ବୀର ସହିଦ ମାନଙ୍କୁ ମୋର ଭକ୍ତିପୂତ ପ୍ରଣାମ
#🇮🇳
#77ତମ