Surajtv

Surajtv basta, balasore ସତ୍ୟର ସନ୍ଧାନ ସତ୍ୟର ଅନୁସନ୍ଧାନ ରେ surajtv

13/12/2025

ଆମ ଘରେ ଭିତରେ ପଶି ଆଣିଲ, ଏମିତି କିଛି କହିଲେ ଗ୍ରାହକ ରୁପ୍ସା ବିଦ୍ୟୁତ କାର୍ଯ୍ୟାଳୟର ଲୋକ ଅଦାଲତ ରେ, ଦେଖନ୍ତୁ ସମ୍ପୂର୍ଣ ଭିଡିଓ

13/12/2025

ମାଛ ମାର୍କେଟ ଉପରେ ଜଳେଶ୍ବର ପୌର ପରିଷଦର ମିଳିତ ଚଢ଼ାଉ। ଚଢ଼ାଉରେ ମାପ ଓ ଓଜନ ବିଭାଗ ସହ ପୋଲିସ ବିଭାଗ ଚଢ଼ାଉ କରି ଜବତ କରିଛନ୍ତି. ଓଜନ ବଟକରା ସହ ଓଜନ ମେସିନ ଜବତ,ଘଟଣା ଜଳେଶ୍ୱର ରେ

13/12/2025

ଏମିତି କାର ଧକ୍କା ଦେଲା ସାଇକେଲ କୁ, ଆରୋହୀ ଆହତ
ଘଟଣା ଘଟିଛି ବସ୍ତା ଥାନା 16 ନମ୍ବର ଜାତୀୟ ରାଜପଥ ର ଭେଲୁରା ଛକ ନିକଟରେ

13/12/2025

ପୂର୍ବ ଶତ୍ରୁତା ଏବଂ ବାଲି ଉତ୍ତୋଳନ କୁ କେନ୍ଦ୍ର କରି ଗୁଳିକାଣ୍ଡ,୪ ଅଟକ,ଗ୍ରାମରେ ଉତ୍ତେଜନା,ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ

13/12/2025

ଏମିତି ହେଲା ବାଲି ଗାଡି ଦୁର୍ଘଟଣା, ଦୁଇଜଣ ଗୁରୁତର

12/12/2025

ବିଦ୍ୟୁତ ବିଭାଗର କର୍ମଚାରୀ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଓ ଟଣାଓଟରା କରୁଥିବା ଅଭିଯୋଗ,ରୁପ୍ସା ବିଦ୍ୟୁତ କାର୍ଯ୍ୟାଳୟରେ ଉତ୍ତେଜନା

12/12/2025

ଏମିତି ରୁପ୍ସା ବିଦ୍ୟୁତ କାର୍ଯ୍ୟାଳୟ ରେ ହେଲା ଦେଖନ୍ତୁ ସମ୍ପୂର୍ଣ ଭିଡିଓ...

12/12/2025

ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋର କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ

11/12/2025

ବେଆଇନ ମାଟି ବୋଝେଇ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେ ସି ବି ଜବତ କଲା ଖଣି ବିଭାଗ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପୁରୋଷତମପୁର ରୁ

10/12/2025

ତିନି ମାସ ଇଲେକ୍ଟ୍ରି କନେକ୍ସନ ୧ ବର୍ଷ ର ଜୋରିମାନା ଲାଗିଛି .ଅଭିଯୋଗ ପରେ ଲାଇନ କାଟିଦେବାକୁ ଆସିଛନ୍ତି କର୍ମଚାରୀ, ଘଟଣା ଦେଖିବାକୁ ମିଳିଛି ରୁପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମରେ

09/12/2025

ନିମ୍ନମାନର ପାଣି ଟାଙ୍କି ନିର୍ମାଣ କୁ ସ୍ଥାନୀୟ ଲୋକଙ୍କ ବିରୋଧ,ଚେଇଁ ଶୋଇଛନ୍ତି ବିଭାଗୀୟ ଅଧିକାରୀ।ବାଲିଆପାଳ ବ୍ଲକ ଅନ୍ତର୍ଗତ ଡାଳୁଆ ଗ୍ରାମରେ

09/12/2025

ଜୂଆ ଆଡ୍ଡା ଉପରେ ପୋଲିସର ଚଢାଉ,
12 ଜଣ ଜୂଆଡି ଗିରଫ,ବେଳେ 9 ଟି ବାଇକ, 9 ଟି ମୋବାଇଲ ସମେତ 15 ହଜାର 250 ଟଙ୍କା ଜବଦ,ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ବରପୁର ଗ୍ରାମରେ ଜୂଆ ଆଡ୍ଡା ଉପରେ ପୋଲିସର ଚଢଉ,

Address

Gudikhal, Basta, Balasore
Balasore
KULIDA

Telephone

+919668732014

Website

Alerts

Be the first to know and let us send you an email when Surajtv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Surajtv:

Share