Odia Pua Biju

Odia Pua Biju Jay Jagannath 🙏

Happiness Time😍😍🥰🥰
28/10/2023

Happiness Time😍😍🥰🥰

My best selfie moment😊
23/09/2023

My best selfie moment😊

14/07/2023

Congratulation My India
LVM3-M4/CHANDRAYAAN-3
LVM3-M4/CHANDRAYAAN-3
LVM3-M4/
LVM3-M4/ -3
LVM3-M4/CHANDRAYAAN-3

14/06/2023
ଆଜି ମହା ଶିବରାତ୍ରୀ ଉପଲକ୍ଷେ ବେଲପତ୍ର ଉପରେ ଶିବପାର୍ବତୀ ଙ୍କ ବିବାହ ମୁହୂର୍ତ୍ତ କୁ ଆଙ୍କିବାକୁ ଚେଷ୍ଟା କରିଛି l #ମହା_ଶିବରାତ୍ରୀ 🕉️🙏Cred...
18/02/2023

ଆଜି ମହା ଶିବରାତ୍ରୀ ଉପଲକ୍ଷେ ବେଲପତ୍ର ଉପରେ ଶିବପାର୍ବତୀ ଙ୍କ ବିବାହ ମୁହୂର୍ତ୍ତ କୁ ଆଙ୍କିବାକୁ ଚେଷ୍ଟା କରିଛି l
#ମହା_ଶିବରାତ୍ରୀ 🕉️🙏

Credit :-Pratyusini Jena

ଜୟ ଜଗନ୍ନାଥ 🙏 ଉପରେ 👍 କରନ୍ତୁ
05/09/2022

ଜୟ ଜଗନ୍ନାଥ 🙏 ଉପରେ 👍 କରନ୍ତୁ

Happy Independence Day🇮🇳
15/08/2022

Happy Independence Day🇮🇳

ଉପରେ Like କରନ୍ତୁ👆👆👆👆👆
09/08/2022

ଉପରେ Like କରନ୍ତୁ👆👆👆👆👆

ଆହେ ବାବୁସାନ ଆମ କଥା ମାନ        ଭଲ ବୁଦ୍ଧି ଟିକେ କରପର ଝିଆ ପିଛା ପରିତ୍ୟାଗ କରି             ସମ୍ଭାଳ ନିଜର ଘରବାପା ମାଆ ଙ୍କର ନାମକୁ ପକ...
25/07/2022

ଆହେ ବାବୁସାନ ଆମ କଥା ମାନ
ଭଲ ବୁଦ୍ଧି ଟିକେ କର
ପର ଝିଆ ପିଛା ପରିତ୍ୟାଗ କରି
ସମ୍ଭାଳ ନିଜର ଘର

ବାପା ମାଆ ଙ୍କର ନାମକୁ ପକେଇ
କି ଲାଭ ପାଉଛ କୁହ
ସମୟ ଆସିବ କଳଙ୍କିତ ହେବ
ଆଖିରୁ ଝରିବ ଲୁହ

ଲୁହ ପୋଛିବାକୁ ପାଖେ କେ ନଥିବେ
ଅଲୋଡା ହୋଇ ରହିବ
ବାର ବରଷ ର ତପସ୍ୟା କରିବା
ଶୁଖୁଆ ପୋଡ଼ାରେ ଯିବ

ତୃପ୍ତି ଓ ପ୍ରକୃତି ଦୁଇଟି ନାଆରେ
ଗୋଡ଼ ଦେଇ କିଆଁ ଖେଳ
ଦୁଇ ନାଆ ଯେବେ ଅପସରି ଯିବ
ପାଇବନି ଥଳ କୂଳ

ବାପା ମାଆ ଙ୍କର ଆଦର୍ଶ କଥା କୁ
ମନରେ ଟିକିଏ ହେଜ
ସ୍ତ୍ରୀ ଆଉ ପୁଅ ସଙ୍ଗତରେ ନେଇ
ସୁନ୍ଦର ସଂସାରେ ମଜ

ଓଡ଼ିଶାର ଗର୍ବ ତୁମେ ହେଇଅଛ
ଏକଥା ଗଲକି ଭୁଲି
ନିଜର ଗାରିମା ନିଜେ ନଷ୍ଟ କଲେ
ହୋଇଯିବ ମରୁବାଲି

ଲେଖକ :- ନିରଞ୍ଜନ ସାହୁ

ପ୍ରକୃତି ଛଡା କାହିଁକି ହୋଇଲୁ           ଆଲୋ ମୋ ପ୍ରକୃତି ଅପାବାଟରେ ଘାଟରେ ନାଁ ପକେଇଲୁ         କାନ୍ଦିଲାଣି ତୋର ବୋପାଜାଣିଶୁଣି କିଆଁ ଆଙ...
25/07/2022

ପ୍ରକୃତି ଛଡା କାହିଁକି ହୋଇଲୁ
ଆଲୋ ମୋ ପ୍ରକୃତି ଅପା
ବାଟରେ ଘାଟରେ ନାଁ ପକେଇଲୁ
କାନ୍ଦିଲାଣି ତୋର ବୋପା

ଜାଣିଶୁଣି କିଆଁ ଆଙ୍ଗୁଠି ମାରୁଛୁ
ନିଜର ଆଖି ଭିତରେ
ଅନ୍ଧ ହୋଇଯିବୁ ଦେଖିପାରିବୁନି
କିଏ ନଥିବେ ତୋ ସାଥିରେ

ସୁନ୍ଦର ରୂପଟେ ପାଇଅଛୁ ତୁହି
ଉଚ୍ଚ ଶିକ୍ଷିତ ବି ହେଇଛୁ
ଓଡ଼ିଆ ସିନେମା ଜଗତରେ ତୁହି
ଭଲ ନାମ ଟିଏ କରିଛୁ

ଏବେ ବି ସମୟ ତୋର ପାଖେ ଅଛି
ଭଲ ବୁଦ୍ଧି ଟିକେ କରିବୁ
ପ୍ରକୃତି ଛଡା ବୁଦ୍ଧିକୁ ଛାଡି ତୁ
ନିଜ ଭିବିଷ୍ୟତ ଗଢିବୁ

ଲେଖକ :- ନିରଞ୍ଜନ ସାହୁ

19/06/2022

ତମ କଥା ଯଦି ନିରୋଳାରେ ଭାବି ବସେ
ଆକାଶରେ ଜହ୍ନ, ବଗିଚାରେ ଫୁଲ ହସେ
ଲାଗେ ତମେ ସେଇ ଜହ୍ନ ଆଲୁଅରେ ଆସି
ଚୁମାଟିଏ ଦେଇ ଚାଲିଯାଅ ହସିହସି ।

12/06/2022

ସମ୍ପଦ କାଳେ ବହୁ ସଖା,
ବିପଦେ ନ ଦିଅନ୍ତି ଦେଖା।
ବିପଦେ ମିଳେ ଯା'ର ଦେଖା,
ସେ ଏକା ବନ୍ଧୁ ଭାବେ ଲେଖା।
ତା' ସାଥେ ଭାବ ରଖ ପକ୍କା,
ଜୀବନେ ନ ଖାଇବ ଧୋକା।

କିଛି ଭାବୁ ଭାବୁ ଭୁଲି ଗଲି
11/06/2022

କିଛି ଭାବୁ ଭାବୁ ଭୁଲି ଗଲି

Good Morning
10/06/2022

Good Morning

Address

Binjpura
Balasore
756001

Website

https://youtube.com/@OdiaPuaBiju

Alerts

Be the first to know and let us send you an email when Odia Pua Biju posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odia Pua Biju:

Videos

Share

Category