ସମସ୍ଥ କଳାକାର ମାନଙ୍କ ଆଖିରେ ଲୁହ ଦେଇ ଚାଲିଗଲେ ଜଣେ ମହାନ ଅଭିନେତା ଅଟଲ ବିହାରୀ ପଣ୍ଡା l"ଆଉ ନାହାନ୍ତି ସଲା ବୁଢ଼ା"
JANHIT--BALANGIR..05/06/2020..
ଉଡ଼ନ୍ତା କୀଟ ପଙ୍ଗପାଳ ମୁକବିଲା ନିମନ୍ତେ ଅଗ୍ରଗତି ସମ୍ପର୍କରେ ଜାଣିବା ବୈଠକ କଲେ ଜିଲ୍ଳାପାଳ ।
ରାୟଗଡ:-ତା.05/06-ପୋଡ଼ଶୀ ରାଜ୍ୟ ମଧ୍ୟପ୍ରଦେଶ ଓ ଛତିଶଗଡ଼ ପର୍ଯ୍ୟନ୍ତ ପଙ୍ଗପାଳ ଉଡ଼ି ଆସି ଫସଲ ନଷ୍ଟ କରୁଥିବାର ଖବର ରାଜ୍ୟ ସରକାର ସୀମାନ୍ତ ଜିଲ୍ଲାର ଜିଲ୍ଳାପାଳ ମାନଙ୍କୁ ସତର୍କ କରିବା ପରେ ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗତ ଜୁନ ୨ ତାରିଖରେ ମୁକାବିଲା ନିମନ୍ତେ ବିଭଗୀୟ ଅଧିକାରୀ ମାନଙ୍କ ବୈଠକ ଡାକିଥିଲେ ।
ଏହାର ଅଗ୍ରଗତି ସଂପର୍କରେ ଜାଣିବା ନିମନ୍ତେ ପୁଣି ଥରେ ଆଜି ବୈଠକ କରିଥିଲେ ।
ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନନ୍ଦ କିଶୋର ସିଂହ, ଉପନିର୍ଦ୍ଧେଶକ ଉଦ୍ୟାନ କୃଷି ଶ୍ରୀ ଜଗନ୍ନାଥ ବିନ୍ଧାଣି, ଏସିଏଫ ଶ୍ରୀ ପ୍ରଦୀପ କୁମାର ବିତ୍ର।,ଶ୍ରୀ ସୁଶାନ୍ତ କୁମାର ସେଠୀ ଅଗ୍ନିସମ୍ମ ଅଧିକାରୀ ଓ ଶ୍ରୀ ଯାନି ଶୁଭାରାଓ, ଜିଲ୍ଲା କୃଷି ଅଧିକାରୀ ପ୍ରମୂଖ ଯୋଗଦେଇ ବିଭାଗୀୟ ଅଗ୍ରଗତି ସମ୍ବନ୍ଧରେ ଜିଲ୍ଳାପାଳଙ୍କୁ ଅବଗତ କରିଥିଲେ ।
ଓଡ଼ିଶାର ସୀମାନ୍ତ ପୋଡ଼ଶୀ