Udaya Labanya News

Udaya Labanya News Udaya Labanya is a leading news channel that strives to provide accurate,unbiased, and timely news coverage to a global audience 24x7 streaming on OTT
(10)

13/10/2024

ଆଠଗଡ କନ୍ତୋଲ ରେ ଦଶହରା

13/10/2024

ଆଠଗଡ ଦଶହରାରେ ଖଚା ଖଚ୍ଚ ଲୋକ ଭିଡ଼

13/10/2024

ଆଠଗଡ ଗଡଜାତ ରେ ନିଆରା ପରମ୍ପରା
ଦଶହରା ଦିନ କୁଆଁଳ ଗ୍ରାମରେ ଏକାଠି ହୁଅନ୍ତି ଗ୍ରାମବାସୀ
ସବୁଲୋକଙ୍କ ଘରୁ ବାହାରେ ଅସ୍ତ୍ରଶସ୍ତ୍ର
ଗାଁ ଦାଣ୍ଡ ହୋଇଉଠେ ଲୋକାରଣ୍ୟ
ପାଇକଙ୍କୁ ବନ୍ଦାଣ କରନ୍ତି ମହିଳା ମାନେ

13/10/2024

ମହିଷା ମର୍ଦିନୀ ଉପରେ ସୁନ୍ଦର ଗୀତ
ଗାଇଛନ୍ତି ସୁବାସ ଚନ୍ଦ୍ର ନାୟକ

13/10/2024

ବିଜେପିର ଓଡ଼ିଆ ଅସ୍ମିତା
ଲଷ୍ମୀ ବସ ରେ ଓଡ଼ିଆ ଅସ୍ମିତା

13/10/2024

ବାବା ହେଲେ କଣ କରନ୍ତି ୟାଙ୍କ ଠାରୁ ଶିଖନ୍ତୁ ଅନ୍ୟ ବାବାମାନେ, ଏବେ ଜେଲରେ ଭାତ ଡାଲି

13/10/2024
ବାବା ହେଵତ ଏମିତି କୈବଲ୍ୟ ନାମଧାରୀ ବାବା ବାବା ଏବେ ଚକି ପେଶିଙ୍ଗ ଆଠଗଡ, ତିଗିରିଆ ରେ ତାଙ୍କର ଅନେକ ଭକ୍ତ
13/10/2024

ବାବା ହେଵତ ଏମିତି
କୈବଲ୍ୟ ନାମଧାରୀ ବାବା
ବାବା ଏବେ ଚକି ପେଶିଙ୍ଗ
ଆଠଗଡ, ତିଗିରିଆ ରେ ତାଙ୍କର ଅନେକ ଭକ୍ତ

ସାହିତ୍ୟ ପତ୍ରିକା ଲାବଣ୍ୟବତୀ ପୂଜା ସଂଖ୍ୟା ନେବାପାଇଁ ଯୋଗାଯୋଗ 9437275971
13/10/2024

ସାହିତ୍ୟ ପତ୍ରିକା ଲାବଣ୍ୟବତୀ ପୂଜା ସଂଖ୍ୟା
ନେବାପାଇଁ ଯୋଗାଯୋଗ 9437275971

ମହାନବମୀ ରେ ମା ବାଉତୀଙ୍କ ନୀଳ ସରସ୍ବତୀ ବେଶ
12/10/2024

ମହାନବମୀ ରେ ମା ବାଉତୀଙ୍କ ନୀଳ ସରସ୍ବତୀ ବେଶ

12/10/2024

ଗ୍ରାମ୍ୟ ପୂର୍ତ୍ତବିଭାଗ ରାସ୍ତା ରେ ଭାରିଜାନ
ଓରନ୍ଦା ଠାରୁ ଖମାର ନୂଆଗାଁ ରାସ୍ତାରେ ଭାରିଜାନ ଯିବାଯୋଗୁ ରାସ୍ତା ଦବିଲାଣି, ଭାରିଜାନ ଅଟକାଇଲେ ଗ୍ରାମବାସୀ, ଅଲଟ୍ରାଟେକ କମ୍ପାନୀର ଦାଦାଗିରି ଯୋଗୁ ଲୋକେ ଭୟଭୀତ

11/10/2024

ଦୁର୍ଗାପୂଜା ରେ ଝଲସୁଛି ଭୁବନେଶ୍ୱର
ସୁନ୍ଦର ଗେଟରେ ଶୋଭା ମଣ୍ଡନ କରୁଛି ମଣ୍ଡପ ଗୁଡିକ
ରାତିସାରା ଲୋକଙ୍କ ଭିଡ଼ ଯମୁଛି ମଣ୍ଡପରେ

11/10/2024

ମହାଷ୍ଟମୀ ରେ ଚଳଚଞ୍ଚଳ ଆଠଗଡ ସହର
ରାସ୍ତାଘାଟ ଝଲସୁଛି ସୁଶୋଜିତ ଆଲୋକମାଳା ରେ

ଆଜିର ବେଶ ମା ବାଉତି
11/10/2024

ଆଜିର ବେଶ ମା ବାଉତି

11/10/2024

ଆଠଗଡ ସହରରେ କୁମାରୀପୂଜା

10/10/2024

ପ୍ରକାଶ ବେହେରା ଜଣେ ବିଶୃଙ୍ଖଳିତ ନେତା, କୋଉ ଦଳରେ ରହିପାରୁ ନାହାଁନ୍ତି, ଏବେ ତାଙ୍କୁ କୋଉ ଦଳ ନେବ ନା ସେ ନୂତନ ଦଳ ଗଢିବେ

10/10/2024

କୋଉଠି ଅଛି ମା ବ୍ରାହ୍ମଣୀ ଦେବୀଙ୍କ ପୀଠ
ଯିବାକୁ ରାସ୍ତାନାହିଁ, ବିଲହୁଡ଼ା ଏକମାତ୍ର ମାଧ୍ୟ୍ୟମ
ଏହି ରାସ୍ତାରେ ଆସିଲେ ବାଘ ବାହାରେ
ମାକୁ ସୁମରଣ କଲେ ମା ପିଲାଟିଏ ହୋଇ ଲୋକଙ୍କୁ ଘରେ ନେଇ ଛାଡ଼ିଦିଏ ବୋଲି ଏବେବି ବିଶ୍ୱାସ ରହିଛି

10/10/2024

ଷଷ୍ଠୀରୁ ଚଳ ଚଞ୍ଚଳ ହେଲାଣି ଆଠଗଡ

Udayalabanya weekly pepar October 6 to 12
10/10/2024

Udayalabanya weekly pepar October 6 to 12

09/10/2024

ସମାଜ ରିଲିଫଫଣ୍ଡ ଟଙ୍କା ଆତ୍ମସାତ ଅଭିଯୋଗ ରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଜ୍ୟଙ୍କ ନାମରେ ଜେଏମ ଏଫ ସି କୋର୍ଟରେ ମାମଲା ରୁଜୁ

09/10/2024

ଗୃହିଣୀ ହୋଇବି ଚିତ୍ରକୂ ଭୁଲି ନାହାଁନ୍ତି କଳ୍ପଲତା ଦାଶ

09/10/2024

ବାରିପଦା ରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସୁଭଦ୍ରା ଯୋଜନା, ଏ ପଟେ ରାଜ୍ୟରେ ଅଧ୍ୟାପକ, କର୍ମଚାରୀ ପାଇଲେ ନାହିଁ ଦରମା, କେମିତି କାଟିବେ ଦଶହରା

ମା ବାଉତି ବଗଲାମୁଖି ବେଶରେ ଦର୍ଶନ ଦେଲେ ଭକ୍ତଙ୍କୁ
09/10/2024

ମା ବାଉତି ବଗଲାମୁଖି ବେଶରେ ଦର୍ଶନ ଦେଲେ ଭକ୍ତଙ୍କୁ

ମା ଦକ୍ଷିଣଚଣ୍ଡୀଙ୍କ ନବରାତ୍ରି ଅବସରରେ ସପ୍ତମୀ ପୂଜାରେ ଆଜିର ବେଶ
09/10/2024

ମା ଦକ୍ଷିଣଚଣ୍ଡୀଙ୍କ ନବରାତ୍ରି ଅବସରରେ ସପ୍ତମୀ ପୂଜାରେ ଆଜିର ବେଶ

09/10/2024

Be careful ମୋହନ ମାଝି , କହିଲେ ସୁର ରାଉତରାଯ

Address

AT/GADASAHI , PO/PS-ATHGARH
Athagarh
754295

Alerts

Be the first to know and let us send you an email when Udaya Labanya News posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby media companies


Other Media/News Companies in Athagarh

Show All